May 2026

SIR ପ୍ରକ୍ରିୟାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ସ୍ମାରକପତ୍ର

ଭୁବନେଶ୍ୱର : ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ‘ବିଶେଷ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ (SIR) ପ୍ରକ୍ରିୟାକୁ ନେଇ ବିଜୁ ଜନତା ଦଳ (BJD) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ପ୍ରଦାନ କରାଯାଇଛି। ଦଳର ବରିଷ୍ଠ…

ବାଲିଅନ୍ତା ମବ ଲିଞ୍ଚିଂ ବିବାଦ ପରେ ବଦଳିଲେ IPS ଅଫିସର ଦୟାଲ ଗଙ୍ଗୱାର

ଭୁବନେଶ୍ୱର : ବଦଳିଲେ IPS ଅଫିସର ଦୟାଲ ଗଙ୍ଗୱାର। ADGP କମ୍ୟୁନିକେସନ ପଦରୁ ହଟିଲେ ଦୟାଲ ଗଙ୍ଗୱାର। ଗୃହ ବିଭାଗ OSD ଭାବେ ମିଳିଛି ନିଯୁକ୍ତି । ଦୟାଲ ଗଙ୍ଗୱାରଙ୍କ ବଦଳିର କାରଣ କଣ ତାହା ସରକାରୀ ଭାବେ କୁହାଯାଇନାହିଁ ।…

ଜିତୁ ମୁଣ୍ଡାଙ୍କୁ ଭେଟିଲେ ଆପ୍ ସାଂସଦ ସଞ୍ଜୟ ସିଂ, ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେନ୍ଦୁଝର : ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଲେ ଆପ୍ ସାଂସଦ ସଞ୍ଜୟ ସିଂ, ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି । କେନ୍ଦୁଝର ଜିଲ୍ଲାର ଡିଆନାଳି ଗ୍ରାମରେ ଟଙ୍କା ପାଇଁ ପୋତା ଶବର କଙ୍କାଳ ଖୋଳି ବ୍ୟାଙ୍କକୁ ନେଇଥିବା…

୨୯ ଯାଏଁ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର : ୨୯ ଯାଏଁ ତାତିରୁ ନିସ୍ତାର ନାହିଁ । ଆଉ ୫ ଦିନ ତତଲା ତାୱାରେ ଭାଜି ହେବ ଓଡ଼ିଶା । ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଏବଂ ୟେଲୋ ଆଲର୍ଟ । ପଶ୍ଚିମ ଓଡ଼ିଶାରେ ଆକାଶରୁ ଅଗ୍ନି ବର୍ଷା…

କାଜୁ ଜଙ୍ଗଲରୁ କଙ୍କାଳ ଉଦ୍ଧାର

ମୟୂରଭଞ୍ଜ: କାଜୁ ଜଙ୍ଗଲରୁ କଙ୍କାଳ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ବାଉଁଶ ବଣି କାଜୁ ଜଙ୍ଗଲରୁ କଙ୍କାଳ ଜବତ। କଙ୍କାଳ ଚାଲୁଣିଆ ଗାଁର ଲାଖାଇ ମାଝୀଙ୍କ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ସେ ଆଠ ମାସ…

ଗାତରେ ପଡ଼ି ଶିଶୁ ପୁତ୍ରର ମୃତ୍ୟୁ

ଆନନ୍ଦପୁର: ଗାତରେ ପଡି ଶିଶୁ ପୁତ୍ରର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁରେ ଲିକେଜ୍ ପାଣି ପାଇପ ମରାମତି ପାଇଁ ମେଗା କମ୍ପାନୀ ଖୋଳିଥିବା ଗାତରେ ପଡ଼ି ଶିଶୁ ପୁତ୍ରର ମୃତ୍ୟୁ…

ରାସ୍ତା କାମକୁ ନେଇ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଉଦଳା: ଠିକାଦାରଙ୍କ ଗୁଣ୍ଡାଗିରି । ରାସ୍ତା କାମକୁ ନେଇ ଦୁଇ ଯୁବକଙ୍କୁ ସ୍ପଷ୍ଟ ଦିବାଲୋକରେ ସଂଘବଦ୍ଧ ଆକ୍ରମଣ । ସଂଘବଦ୍ଧ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଥିବା ଠିକାଦାରଙ୍କ ଗୁଣ୍ଡାଗିରି ଚରମସୀମାରେ । ଘରେ ପଶି ମହିଳାଙ୍କୁ ଅଶାଳୀନ ବ୍ୟବହାର ସହ ପୁଅର ମୁଣ୍ଡ…

ଦାଦାକୁ ପଥରରେ ଛେଚି ହତ୍ୟା କଲା ପୁତୁରା

କେନ୍ଦ୍ରାପଡ଼ା: ସମ୍ପତ୍ତି ପାଇଁ ଫିକା ପଡ଼ିଲା ରକ୍ତ ସମ୍ପର୍କ। ଦାଦାକୁ ପଥରରେ ଛେଚି ହତ୍ୟା । ଜମି ପାଇଁ ଦାଦାକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ପୁତୁରା । କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଅଭାବନୀୟ ଘଟଣା । ଜମିବାଡ଼ି…

ବ୍ରହ୍ମପୁର ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର୍, ପୋଲିସ ଗୁଳିରେ ଆହତ ଜଗା

ଭୁବନେଶ୍ବର: ପୋଲିସ ଏନକାଉଣ୍ଟରରେ ଜଗା ଆହତ। ଏନକାଉଣ୍ଟର୍ ସଂଖ୍ୟା ୯ ଦିନରେ ୩କୁ ବୃଦ୍ଧି । ପୁଣି ବ୍ରହ୍ମପୁର ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର୍, ବିଳମ୍ବିତ ରାତିରେ ପୋଲିସ ଗୁଳିରେ ଆହତ ହୋଇଛି ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା…

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ, ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ପ୍ରଦାନ କରିଛନ୍ତି। ଏହି ଇସ୍ତଫା ପରେ ଦେବାଶିଷ ସାମନ୍ତରାୟଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ…