ପୋଲିସ ବାବୁଙ୍କ ଦବଙ୍ଗଗିରି, ପାର୍କିଂକୁ ନେଇ ପଡ଼ୋଶୀଙ୍କ କାର୍ ଭାଙ୍ଗିଲେ
ଭୁବନେଶ୍ୱର : ପୋଲିସ ବାବୁଙ୍କ ଦବଙ୍ଗଗିରି । ପାର୍କିଂ ବିବାଦକୁ ନେଇ ପଡ଼ୋଶୀଙ୍କ ଉପରେ ସୁଝାଇଲେ ରାଗ । ନିଜ କାର ପାର୍କିଂ କରିବାକୁ ଜାଗା ନହେବାରୁ ଅନ୍ୟ ଗାଡିକୁ ବାଡେଇ ଭାଙ୍ଗିଦେଇଛନ୍ତି । ଗାଡିକୁ ଲୁହା ରଡରେ ଭାଙ୍ଗି ଗୁଣ୍ଡ…
