ଜମ୍ମୁ କଶ୍ମୀରରେ ପୋଲିସ ଓ CRPFର ମିଳିତ ଅପରେସନ, ଜଣେ ଆତଙ୍କୀ ନିହତ
ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର ବଡଗାମ ଅଞ୍ଚଳରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୋଲିସ ଏବଂ ଶ୍ରୀନଗର CRPFର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ କଶ୍ମୀରର ପୁଲୱାମା…