ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟିଆ କଣ୍ଟ ଦେଲା ନାଗା ସମ୍ପ୍ରଦାୟ
ଇମ୍ଫାଲ: ମଣିପୁର ହିଂସା ଥମିବାର ନା ଧରୁନି। ସ୍ଥିତି ଦିନକୁୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ମଣିପୁରର କାଙ୍ଗପୋକପି ଜିଲାରେ ୫୨ ବର୍ଷୀୟ ଅଜିନବୋଉ ଆର୍ଙ୍କ ହତ୍ୟା ପରେ ତାଙ୍କ କଟାମୁଣ୍ଡ ଫେରାଇବାକୁ ଦାବି ହୋଇଛି। ନାଗା ସଂଗଠନ ‘ଜଏଣ୍ଟ…