ନ୍ୟୁୟର୍କରେ ପ୍ରବାସୀ ବାଂଲାଦେଶୀଙ୍କ ଆକ୍ରୋଶର ଶିକାର ହେଲେ ନୋବେଲ ବିଜେତା ମହମ୍ମଦ ୟୁନୁସ
ନ୍ୟୁୟର୍କ: ବାଂଲାଦେଶର ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପରାମର୍ଶଦାତା ତଥା ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ଆମେରିକାର ନ୍ୟୁୟର୍କସ୍ଥିତ ଜନ୍ ଏଫ୍ କେନେଡି ବିମାନବନ୍ଦରରେ ପ୍ରବାସୀ ବାଂଲାଦେଶୀମାନଙ୍କ ତୀବ୍ର ବିରୋଧ ଓ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି। ସୋସିଆଲ ମିଡିଆରେ…