October 2026

ନକଲି ସୁନା ବିସ୍କୁଟ ସହ ୩ ଜଣଙ୍କୁ ମାଡ଼ି ବସିଲା ପୋଲିସ

ବରଗଡ଼: ନକଲି ସୁନା ବିସ୍କୁଟ ଚାଲାଣ ବେଳେ ୩ ଗିରଫ । ଗତ ୧୦ ତାରିଖ ରାତିରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନାରେ ରମେଶ ସାହୁ ଏକ ଲିଖିତ ଅଭିଯୋଗ କରିଥିଲେ । ଏକ ଅଜଣା ମୋବାଇଲ ନମ୍ବରରୁ ଫୋନ୍ କଲ୍…

୩ ହଜାର କେଜିର ନକଲି ମସଲା ସହ ମେସିନ୍ ଜବତ

ବ୍ରହ୍ମପୁର: ଆକ୍ସନ ମୋଡରେ ବ୍ରହ୍ମପୁର ପୋଲିସ୍ । ବଡ଼ ନକଲି ମସଲା କରାଖାନା ଉପରେ ବଡ଼ବଜାର ଥାନା ପୋଲିସର ଚଢ଼ାଉ । ୩ ହଜାର କେଜି ନକଲି ମସଲା ସହ ୪ ମେସିନ୍ ଜବତ । ବିଳମ୍ବିତ ରାତିରେ ଲକ୍ଷ୍ମୀ ନୃସିଂହ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ABEOଙ୍କ ଘରେ ଭିଜିଲାନ୍ସ ରେଡ୍

ଯାଜପୁର : ଭିଜିଲାନ୍ସ ଜାଲରେ ABEO । ଆୟ ବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ଘରେ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ୱରର…

ଗଣେଶ ଭସାଣିରେ ଡିଜେ ବାଜିବା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ଭୁବନେଶ୍ୱର: ଗଣେଶ ଭସାଣିରୁ ଗୋଷ୍ଠୀ ସଂଘର୍ଷ । ଡିଜେ ବାଜିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଥାନା ଅଞ୍ଚଳର କାଣ୍ଡି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଫଳରେ ପ୍ରାୟ ପାଞ୍ଚ ଜଣ ବ୍ୟକ୍ତି ଆହତ…

ଆରମ୍ଭ ହେଲା ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର: ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡିଛି ସମଗ୍ର ଅଂଚଳ । ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ବାବଧାନରେ ପୁରୋଧା ଜ୍ଞାନରଞ୍ଜନ ପତି, ସରୋଜ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବାୟାବାବା କଲେଜ ପରିସରରେ ଉତ୍ତେଜନା; ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ମହାକାଳପଡ଼ା: ମହାକାଳପଡ଼ାସ୍ଥିତ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟାହ୍ନରେ କଲେଜ ପରିସରରେ ଶକ୍ତି ପ୍ରଦର୍ଶନ ଓ ପ୍ରଚାରକୁ ନେଇ ଉଭୟ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଏବଂ ଅଖିଳ ଭାରତୀୟ…

ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡ୍ କରି ଇତିହାସ ରଚିଲା ପାରଦୀପ ବନ୍ଦର

ପାରଦୀପ: ଇତିହାସ ରଚିଲା ପାରଦୀପ ବନ୍ଦର। ସୃଷ୍ଟି କଲା ଆଉ ଏକ ନୂଆ କୀର୍ତ୍ତିମାନ। ଭାଙ୍ଗିଲା ପୁରୁଣା ସମସ୍ତ ରେକର୍ଡ। ଦିନକରେ ୧.୪୦ ଲକ୍ଷ ମେଟ୍ରିକ ଟନରୁ ଅଧିକ କୋଇଲା ଲୋଡିଂ କରି ପୁଣି ସଫଳତା ହାସଲ କରିଛି। ଓଡ଼ିଶାର ପାରାଦୀପ…

୨୦୨୭ ସୁଦ୍ଧା ଗଞ୍ଜେଇ ମୁକ୍ତ ହେବ କନ୍ଧମାଳ, ଚାଷୀଙ୍କ ବିରୋଧରେ ଚାଲିଛି କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ: ୨୦୨୭ ସୁଦ୍ଧା କନ୍ଧମାଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ଗଞ୍ଜେଇମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇମୁକ୍ତ କରିବା…

ଅରିବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ମୁଖ୍ୟ ଅରିବିନ୍ଦ କେଜ୍ରିୱାଲଙ୍କ ନାଁରେ FIR । ଦିଲ୍ଲୀର ଶିଖ ଗୁରୁଦ୍ବାର ପରିଚାଳନା କମିଟି ବା DSGMC ପକ୍ଷରୁ ରୁଜୁ ହୋଇଛି ଏହି ମାମଲା। କେଜ୍ରିୱାଲଙ୍କ ସମେତ ଦଳର ବିଧାୟକ ଓ କର୍ମୀଙ୍କ ବିରୋଧରେ…

ଜିବୁଟିରୁ ୟେମେନ ଯାଉଥିବା ବେଳେ ନୌକା ଦୁର୍ଘଟଣା, ୧୫ ଶିଶୁଙ୍କ ସମେତ ୧୦୯ ମୃତ

ନୂଆଦିଲ୍ଲୀ: ପୂର୍ବ ଆଫ୍ରିକାର ଜିବୁଟି ଉପକୂଳରେ ଏକ ବଡ଼ ଧରଣର ଡଙ୍ଗା ଦୁର୍ଘଟଣା ଘଟିଛି । ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ିଯିବାରୁ ଅତି କମରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ…