କିସ୍ତୱାଡ଼ରେ ସେନା-ଜୈସ୍‌ ଆତଙ୍କବାଦୀ ଏନକାଉଣ୍ଟର, ଇଣ୍ଟରନେଟ୍‌ ସେବା ଠପ୍

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ରେ ‌ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କୀ ଲୁଚି ରହିଥିବାବେଳେ ସେନା ପକ୍ଷରୁ ସେମାନଙ୍କୁ କାବୁ କରିବାକୁ ବଡ଼ଧରଣ ଅପରେସନ ଚାଲିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ କିସ୍ତୱାଡ଼ର ଚାତ୍ରୁ ଅଞ୍ଚଳରେ ଗୁରୁବାରଠାରୁ ତଲାସି ଅଭିଯାନ ଚାଲିଛି। ସମ୍ପୃକ୍ତ ଅଞ୍ଚଳରେ…

ଲେହ ଏୟାରଫୋର୍ସ ଷ୍ଟେସନକୁ ମିଳିଲା ନୂଆ ରନୱେ

ନୂଆଦିଲ୍ଲୀ: ଲେହ ଏୟାରଫୋର୍ସ ଷ୍ଟେସନରେ ଏକ ଐତିହାସିକ ସଫଳତା ହାସଲ ହୋଇଛି। ସାମରିକ ଇଞ୍ଜିନିୟରିଂ ସର୍ଭିସ (MES) ମାତ୍ର ୨୧ ମାସ ମଧ୍ୟରେ ଏକ ସମାନ୍ତରାଳ ରନୱେ ନିର୍ମାଣ ସମାପ୍ତ କରିଛି । ଲେହ ଏୟାରଫିଲ୍ଡ, ଯାହା ୧୯୬୦ ଦଶକରେ ଏକ…

ଫେବୃୟାରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୧୭ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଫେବୃୟାରୀ ୨୦ ତାରିଖରେ ବଜେଟ୍ ଉପସ୍ଥାପନ ହେବ। ୨୦୨୬-୨୭…

ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଟିଟିଲାଗଡ : ଅଳିଆ ଗଦାରୁ ଶିଶୁ କନ୍ୟା ଉଦ୍ଧାର । ଏପରି ଘଟଣା ଘଟିଛି ସଇଁତଳା ଥାନା ଧରପଗଡ ଗାଁ ରେ । ଗାଁର ଏକ ଅଳିଆ ଗଦାରେ ଶିଶୁ କନ୍ୟା ପଡିଥିବା ଦେଖିଥିଲେ କିଛି ସ୍ଥାନୀୟ ଲୋକେ । ତେବେ…

ଯୋଗାଣ ମନ୍ତ୍ରୀଙ୍କ ଘରୁ ସହାୟକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ତାଙ୍କ ସହାୟକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଶଙ୍କର୍ଷଣ ନାଗ । ତେବେ ତାଙ୍କର କିଭଳି ଓ କେଉଁ କାରଣରୁ…

ଦୁଇ ବାଇକ ମୁହାଁମୁହିଁ, ବାପ-ପୁଅ ମୃତ

ନୟାଗଡ଼: ଏକା ସାଙ୍ଗରେ ଚାଲିଗଲେ ବାପ-ପୁଅ । ଭୋଜି ଖାଇବାକୁ ଯାଉଥିବା ବେଳେ ଆସିଲା ଯମ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୈବଲ୍ୟପୁର ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ…

ନକଲି କାଜୁ ଗୋଦାମରେ ଚଢ଼ଉ

କୋଣାର୍କ : ନକଲି କାଜୁ ଗୋଦାମରେ ଚଢ଼ଉ । ମାଲିକ ଅଟକ । କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ନକଲି କାଜୁ କାରବାର ଘଟଣାରେ ଏକ କାଜୁ ଗୋଦାମରେ ଚଢ଼ଉ କରାଯାଇଛି । ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀଙ୍କ ନେତୃତ୍ୱରେ ଏକ ୬ଜଣିଆ…

ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଅଦାଲତ ଅବମାନନା ନୋଟିସ୍

ପୁରୀ: ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ଅଡୁଆରେ ପୁରୀ ଜିଲ୍ଲାପାଳ । ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଅଦାଲତ ଅବମାନନା ନୋଟିସ୍ ଜାରି ହୋଇଛି । ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ରଖିବାକୁ କୁହାଯାଇଛି ।…

୨କୋଟିର ଚିଟଫଣ୍ଡ ଠକେଇ: ଫେରାର ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଗିରଫ

ଭୁବନେଶ୍ବର: ୨କୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଫେରାର ଅଭିଯୁକ୍ତ ଗିରଫ ହୋଇଛି । ଫେରାର ଅଭିଯୁକ୍ତ ତନ୍ମୟ ମିର୍ଦ୍ଧାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ସିବିଆଇ । ପଶ୍ଚିମବଙ୍ଗ ନଦିଆରୁ ଫେରାର ଅଭିଯୁକ୍ତ ତନ୍ମୟ ମିର୍ଦ୍ଧା ଗିରଫ ହୋଇଥିବା ସୂଚନା ମିଳିଛି…

ବୋହୂକୁ ପୋଡି ମାରିବାକୁ ଉଦ୍ୟମ !

ଆନନ୍ଦପୁର : ବୋହୁକୁ ଘର ଭିତରେ ବନ୍ଦ କରି ପୋଡି ମାରିବାକୁ ଉଦ୍ୟମ କରିଛନ୍ତି ଶ୍ଵଶୁର ଘର ଲୋକେ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ । ସୂଚନା ଅନୁଯାୟୀ ଘସିପୁରା…