ସ୍ଥଗିତ ରହିଲା ରତ୍ନଭଣ୍ଡାର ଗଣତି କାର୍ଯ୍ୟ, ପୁଣି ଜୁନରୁ ହେବ ଆରମ୍ଭ
ପୁରୀ:ଆସନ୍ତାକାଲି ଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜୁନ୍ ମାସରେ ପୁଣି ଗଣତି…