ବ୍ଳକ୍ ଅଫିସରେ ପଶି ବିଡିଓଙ୍କୁ ଆକ୍ରମଣ, ପ୍ରତିବାଦରେ ବ୍ଳକ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ
ନୂଆପଡା: ନୂଆପଡା BDO ରୋହିତ ଭୋଇଙ୍କୁ ଆକ୍ରମଣ । ବ୍ଳକ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ । ନୂଆପଡ଼ା ପୋଲିସରେ ଅଭିଯୋଗ କରିଛନ୍ତି ନୂଆପଡ଼ା ବିଡିଓ ରୋହିତ ଭୋଇ । ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ତାଙ୍କୁ ଆକ୍ରମଣ ହୋଇଥିବା…
