ଭୂକମ୍ପ ଝଟକାରେ ଥରିଲା ତାଇୱାନ, ତୀବ୍ରତା ୭.୦
ତାଇପେଇ : ଭୂକମ୍ପ ଝଟକାରେ ଥରିଲା ତାଇୱାନ ରାଜଧାନୀ ତାଇପେଇ । ଶନିବାର ବିଳମ୍ବିତ ରାତିରେ ତାଇୱାନର ଉତ୍ତର-ପୂର୍ବ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୦ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୟିଲାନ୍ ଜିଲ୍ଲାରୁ…
ତାଇପେଇ : ଭୂକମ୍ପ ଝଟକାରେ ଥରିଲା ତାଇୱାନ ରାଜଧାନୀ ତାଇପେଇ । ଶନିବାର ବିଳମ୍ବିତ ରାତିରେ ତାଇୱାନର ଉତ୍ତର-ପୂର୍ବ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୦ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୟିଲାନ୍ ଜିଲ୍ଲାରୁ…
ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ଯୁବ ଓ ଛାତ୍ର ଶାଖାର ରାଜ୍ୟ କମିଟି କର୍ମକର୍ତ୍ତା ଘୋଷଣା କରାଯାଇଛି । ଯୁବ ବିଜେଡିର ୪ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ୧୬୦ଜଣ କର୍ମକର୍ତ୍ତା…
ଅନୁଗୋଳ: ସୀମା ଟପିଗଲା ସ୍ବାମୀ-ସ୍ତ୍ରୀ କଳି। ଶ୍ଵଶୁର ଘରୁ ଫେରିବା ବାଟରେ ବିଷ ପିଇଦେଲେ ଉଭୟେ। ଜଙ୍ଗଲ ଭିତରେ ସାରା ରାତି ଜଗି ରହିଲା ୫ ବର୍ଷର ପୁଅ। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦେବଗଡ଼ ଜିଲା କୁଣ୍ଢେଇଗୋଳା…
ପୁରୀ: ଆସନ୍ତା ଜାନୁୟାରୀ ୧ ନୂଆବର୍ଷ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାଯିବ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ମହାପ୍ରଭୁଙ୍କୁ କାହିଁକି ଅନିଦ୍ରା ରଖାଯିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ୍ଵର ସାହୁ। ଏ ନେଇ ସେ ଗଜପତି ମହାରାଜା,…
ଭୁବନେଶ୍ଵର: ରତ୍ନଭଣ୍ଡାର ଗଣତି ମଣତି ନେଇ ଏସ୍ଓପି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଗଣତି ମଣତି ନେଇ ଏସ୍ଓପି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଚ୍ଚସ୍ତରୀୟ କମିଟିରେ ଏନେଇ ଆଲୋଚନା ହୋଇଛି। କମିଟି ଏକ ପୂର୍ଣ୍ଣ୍ରାଙ୍ଗ ଏସ୍ଓପି…
ଭୁବନେଶ୍ଵର: ଫିକା ପଡ଼ିଲା ରବିବାର। ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ଦୁଇ ଦନ୍ତା ହାତୀ ଥିବାରୁ ଆଜି ପର୍ଯ୍ୟଟକ ମାନଙ୍କ ପାଇଁ ଶିଖରଚଣ୍ଡୀ ବନ୍ଦ ରହିଛି। ରବିବାର ଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସି ଫେରି ଯାଉଛନ୍ତି। ସୂଚନା ମୂତାବକ ଗତ ତିନି…
ବରାଙ୍ଗ:ମା ହେଲା ବାଘୁଣୀ ‘ଜୟଶ୍ରୀ’। ନନ୍ଦନକାନନକୁ ନୂଆବର୍ଷ ଭେଟି। ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘୁଣୀ ଜୟଶ୍ରୀ ଗତକାଲି ୩ ଟି ଶାବକ ଜନ୍ମ ଦେଇଛି । ୨ଟି ଶାବକର ମୃତ୍ୟୁ ଘଟିଥିବାବେଳେ ଜଣେ ଶାବକ ଜୀବିତ ଥିଲା। ହେଲେ ତାକୁ ମାଆ ଗ୍ରହଣ…
ଭୁବନେଶ୍ୱର : ଧଉଳି ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ କମିଶନର । ଏହାପୂର୍ବରୁ ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁର ପରିଦର୍ଶନ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର l ରଘୁରାଜପୁରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ଓ ପ୍ରଶାସନ…
ଭୁବନେଶ୍ୱର : କେନ୍ଦ୍ରାଞ୍ଚଳ ୭ ଜିଲ୍ଲାରେ ନୂଆବର୍ଷ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ନୂଆବର୍ଷ ପାଇଁ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ ଫୋର୍ସ। ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ମୁତୟନ ହେବେ ଫୋର୍ସ…
ଜଳେଶ୍ୱର : ମଝି ଦରିଆରେ ଫସିଲା ଲଞ୍ଚ । ଇଞ୍ଜିନ ଖରାପ ହେବାରୁ ମଝି ସମୁଦ୍ରରେ ଫସିଲେ ପର୍ଯ୍ୟଟକ । ପୋଲିସର ସହାୟତା ଯୋଗୁଁ ବଡ଼ ଅଘଟଣରୁ ବର୍ତ୍ତିଗଲେ ୨୩ ପର୍ଯ୍ୟଟକ । ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥ ଧାମ ଦର୍ଶନକୁ ଯାଉଥିବା…