ଜନକଲ୍ୟାଣ କାର୍ଯ୍ୟ ପାଇଁ ଲଣ୍ଡନରେ ସମ୍ମାନିତ ହେଲେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର
ଭୁବନେଶ୍ବର : ଓଡ଼ିଶା ପାଇଁ ଗର୍ବ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ଅବସର ପ୍ରାପ୍ତ କ୍ୟାପଟେନ ଅରୁଣ କର । ସେ ଲଗାତାର ଭାବେ ଜନକଲ୍ୟାଣ କାର୍ଯ୍ଯ କରୁଥିବାରୁ ଜାତିସଂଘ ମୁଖ୍ୟାଳୟ, ନ୍ୟୁୟର୍କରେ ସମ୍ମାନିତ ହୋଇଛନ୍ତି । ମାନବ ମର୍ଯ୍ୟାଦା, ସାର୍ବଜନୀନ…