ଦିଲ୍ଲୀରୁ ଫେରିଲେ ନବୀନ, ଖୁବଶୀଘ୍ର ନୂଆପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ

ଭୁବନେଶ୍ୱର : ଓଡ଼ିଶା ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଯାଇଥିଲେ ନବୀନ। ଦିଲ୍ଲୀରେ ୩୨ ଦିନ ରହିବା ପରେ ଓଡ଼ିଶା ଫେରିଛନ୍ତି । ବିଭିନ୍ନ ସାମାଜିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ମହାକାଳପଡ଼ା ତହସିଲଦାର ଗିରଫ

ମହାକାଳପଡ଼ା : ମହାକାଳପଡ଼ା ତହସିଲଦାର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରିଫ କଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ୍ ଶିବ ମଲ୍ଲିକକୁ ଗିରଫ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ଟି ବିଲଡିଂ, ୭…

ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀପଲ, ଶହଶହ ହେକ୍ଟର ଧାନ ଗଛ କଲେ ନଷ୍ଟ

ଅନୁଗୁଳ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ । ଅନୁଗୁଳରେ ହାତୀପଲଙ୍କ ଉତ୍ପାତ । ହାତୀପଲଙ୍କୁ ଦେଖି ଭୟଭୀତ ଲୋକେ । ଅନୁଗୁଳ ଜିଲ୍ଲା ନୂଆ ସାହି, କାଙ୍ଗୁଲା ଓ ଗୋପୀନାଥପୁର ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।…

ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ଅଭିଯୁକ୍ତ ମାନସ ରଞ୍ଜନ ଦାସକୁ ଗିରଫ କଲା ପୋଲିସ । ଜୁଲାଇ ୧୦ ତାରିଖରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏକୁଟିଆର ସୁଯୋଗ…

ଏସଆଇ ପରୀକ୍ଷା ଘୋଟାଲା ଲିଙ୍କ୍; ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍

ଭୁବନେଶ୍ୱର: ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିହା ସନ୍ଦେହରେ ଗତକାଲି ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ କରିଥିଲା। ରେଡ ପରେ ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି।…

ବ୍ରିଟେନରୁ ଭାରତ କିଣିବ ମଲଟିରୋଲ୍ କ୍ଷେପଣାସ୍ତ୍ର

ମୁମ୍ବାଇ : ଭାରତ ଓ ବ୍ରିଟେନ ମଧ୍ୟରେ ଏକ ୪୬୮ ନିୟୁତ ଡଲାର ବା ୩୮୮୪ କୋଟି ଟଙ୍କାର ଏକ ପ୍ରତିରକ୍ଷା ଡିଲ୍ ସ୍ବାକ୍ଷରିତ ହୋଇଛି । ଏହି ଡିଲ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ହାଲକା ମଲ୍ଟିରୋଲ କ୍ଷେପଣାସ୍ତ୍ର ଯୋଗାଣ ।…

ଝାଟିମାଟି କୁଡିଆରୁ ଦିଲ୍ଲୀର ବିଜ୍ଞାନଭବନ ଯାତ୍ରା କଲେ ଚାଷୀ ପୁଅ

ଗଞ୍ଜାମ: ଝାଟିମାଟି କୁଡିଆରୁ ଦିଲ୍ଲୀର ବିଜ୍ଞାନଭବନ ଯାତ୍ରା । ଘରକୁ ଖୁସି ଆଣିଦେଲେ ଚାଷୀ ପୁଅ । ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲେ ଓଡ଼ିଆ ଚାଷୀ ଘର ପୁଅ । ଏ ଯୁବକ ଜଣେ ଏମିତି ପ୍ରତିଭା ଯାହାଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଛନ୍ତି…

ଜମ୍ମୁ କାଶ୍ମୀର ସୁରକ୍ଷା ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ…

ରିଙ୍କୁ ସିଂହଙ୍କୁ ଦାଉଦ ଗ୍ୟାଙ୍ଗ ପକ୍ଷରୁ ଧମକ

ନୂଆଦିଲ୍ଲୀ: ଟିମ୍‍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲ୍ଡରୁ ଧମକ ମିଳିଛି । ସୂଚନା ଅନୁଯାୟୀ ରିଙ୍କୁ ସିଂହଙ୍କୁ ଏହି ଧମକ ଦାଉଦ ଗ୍ୟାଙ୍ଗ ଦ୍ୱାରା ଦିଆଯାଇଥିଲା । ଏହି ଘଟଣାରେ ପୁଲିସ କିଛି ବ୍ୟକ୍ତିବିଶେଷଙ୍କୁ ଗିରଫ କରିଥିବା ସୂଚନା…