ମମତା ସରକାରଙ୍କୁ ୨୪ ଘଣ୍ଟିଆ ମହଲତ: ଆଇନ ଶୃଙ୍ଖଳା ନ ସୁଧାରିଲେ ହେବ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ

କଲକାତା: ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ ସମର୍ଥକମାନେ ଏହି ଆକ୍ରମଣ କରିଥିବାବେଳେ ବିଜେପି ଏହାକୁ…

ଚିରାଗ ଏନ୍‌ଡିଏ ଆସନ ବୁଝାମଣାରେ କଣ୍ଟା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଶାସକ ଏନଡିଏ ଓ ବିରୋଧୀ ମହାମେଣ୍ଟ ଆସନ ବୁଝାମଣା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ ବୁଝାମଣା ପ୍ରକ୍ରିୟା ଶେଷ ପରେ ମେଣ୍ଟର ଅଂଶୀଦାର ଦଳଗୁଡିକ ସେମାନଙ୍କର ପ୍ରାର୍ଥୀ ଘୋଷଣା…

ସାହିତ୍ୟ ପାଇଁ ହଙ୍ଗେରୀ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ମିଳିଲା ନୋବେଲ ପୁରସ୍କାର

ହଙ୍ଗେରୀ : ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ହଙ୍ଗେରୀ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବ । ତାଙ୍କର ଉପନ୍ୟାସ ହର୍ସଟ୍ ୦୭୭୬୯ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ୧୯୫୪ ମସିହାରେ ହଙ୍ଗେରୀ…

ଶୋଇଥିବା ବେଳେ ସ୍ବାମୀ ଉପରେ ଗରମ ତେଲ ଢାଳିଲା ସ୍ତ୍ରୀ

ଦିଲ୍ଲୀ : ଦିଲ୍ଲୀର ମଦନଗିରିରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୨୮ ବର୍ଷୀୟ ସ୍ବାମୀ ନିଜ ସ୍ତ୍ରୀ ଉପରେ କରିଛନ୍ତି ଅଭିଯୋଗ । ତାହା ହେଉଛି ଶୋଇଥିବା ସମୟରେ ସ୍ତ୍ରୀ ଫୁଟୁଥିବା ଗରମ ତେଲକୁ ତାଙ୍କ ଉପରେ ଢାଳିବା…

ନିର୍ବାଚନ ପୂର୍ବରୁ ତେଜସ୍ବୀଙ୍କ ବଡ଼ ଘୋଷଣା, ଦଳ ସରକାରକୁ ଆସିଲେ ପ୍ରତି ପରିବାରକୁ ମିଳିବ ସରକାରୀ ଚାକିରି

ବିହାର : ରାଷ୍ଟ୍ରୀୟ ଜନତା ଦଳ(RJD) ନେତା ତଥା ବିହାରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବିହାର ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି । ତେଜସ୍ବୀ କହିଛନ୍ତି, ଆମେ ସରକାରକୁ ଆସିବା ପରେ ପ୍ରତି ପରିବାରରେ ସରକାରୀ ଚାକିରି…

ମିଆଁମାର ସେନା ଆକ୍ରମଣରେ ୨୪ ମୃତ

ମିଆଁମାର: ମିଆଁମାର ସେନା ଆକ୍ରମଣରେ ଶିଶୁ ସମେତ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ରୁ ଅଧିକ ଆହତ ହୋଇଛନ୍ତି । ଏକ ପ୍ରତିରୋଧ ଗୋଷ୍ଠୀର ସଦସ୍ୟ, ଗ୍ରାମବାସୀ ଏବଂ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ସୋମବାର…

କୋଲଡ୍ରିଫ୍ କଫ ସିରପ୍ ମାମଲା: ଫାର୍ମା କମ୍ପାନୀ ମାଲିକ ଗିରଫ

ଭୋପାଳ : ମଧ୍ୟପ୍ରଦେଶରେ କଫ ସିରପ୍ ମାମଲାରେ ପୋଲିସକୁ ବଡ଼ ସଫଳତା । “କୋଲଡ୍ରିଫ୍” କଫ ସିରପ୍ ମାମଲାରେ ଧରାପଡିଛି କଫ୍ ସିରପ୍ କମ୍ପାନୀ ମାଲିକ । କଫ୍ ସିରପ୍ ନିର୍ମାତା କମ୍ପାନୀ ‘ଶ୍ରୀସନ୍ ମେଡିକାଲ୍ସ’ ମାଲିକକୁ ଗିରଫ କରିଛି ପୋଲିସ…

ରାଉରକେଲା ଷ୍ଟେସନରୁ ୨ ମାଓବାଦୀ ଗିରଫ

ରାଉରକେଲା: ରାଉରକେଲା ରେଳ ଷ୍ଟେସନରୁ ଗୁରୁବାର ୨ ମାଓବାଦୀଙ୍କୁ ଗିରଫ କରିଛି ଆରପିଏଫ। ସେମାନେ ହେଲେ ଝାଡ଼ଖଣ୍ଡର ପାଲାମୁ ଜିଳା ଲେସଲିଗଞ୍ଜ ଥାନା ଅନ୍ତର୍ଗତ ଦେଓରା ଗ୍ରାମର ଅବଧେଶ କୁମାର(୨୬) ଏବଂ ଲାଟେହର ଜିଲା ମାନିକା ଥାନା ମାନିକା ଗ୍ରାମର ଉପେନ୍ଦ୍ର…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ମାନବସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିରାଶ୍ରୟ ଓ ନିଃସହାୟ ବ୍ୟକ୍ତିମାନଙ୍କର ସେବା କରି ନିଜର ସେବା ମନୋବୃତ୍ତିକୁ ଯେଭଳି ଚରିତାର୍ଥ କରିଥିଲେ, ସେଭଳି ଯୁବସମାଜକୁ ଆଦର୍ଶ ମାର୍ଗରେ ଗଢ଼ିତୋଳିବା ପାଇଁ ସର୍ବଦା…

ଶେଷ ହେଲା ରାୟଗଡା ଅନାସ୍ଥା ଭୋଟିଂ: ଫଳାଫଳ ସ୍ଥଗିତ

ରାୟଗଡା : ରାୟଗଡା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ ହୋଇଛି। ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟିଂ ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଫଳାଫଳ ଘୋଷଣା ସ୍ଥଗିତ ରହିଛି। ଉପ ଜିଲ୍ଲାପାଳ ତଥା…