State

କାଳବୈଶାଖୀ ତାଣ୍ଡବ: ଘର ଉପରେ ଗଛ ପଡି ମହିଳାଙ୍କ ମୃତ୍ୟୁ

ଅନୁଗୋଳ: କାଳବୈଶାଖୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠମଲ୍ଲିକ ଥାନା ଅଧୀନ ନାରାୟଣପୁର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଏକ ଘର ଉପରେ ଗଛ ପଡିଯିବାରୁ…

ଓଡ଼ିଶା ଆସିବେ ମୋଦି, ବିଜେପି ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ସମାରୋହରେ ଯୋଗ ଦେବେ

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ନେଇ ଗ୍ରୀନ ସିଗନାଲ ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ମୁଖ୍ୟମନ୍ତ୍ରୀଙ୍କ ୨ ବର୍ଷର ସଫଳତାର ସମୀକ୍ଷା, ଆଗାମୀ ରୋଡ଼ମ୍ୟାପ୍ ପ୍ରସ୍ତୁତ ଦିଗରେ ଆଲୋଚନା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ୨ ବର୍ଷର ସଫଳତା ସମୀକ୍ଷା । ବିଭାଗୀୟ ସଚିବମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା । ଲୋକସେବା ଭବନରେ ଅନୁଷ୍ଠିତ ପ୍ରାକ-ପ୍ରସ୍ତୁତି ବୈଠକ ସରକାରଙ୍କ ଦୁଇ ବର୍ଷର ଶାସନ କାଳର ସମୀକ୍ଷା ଏବଂ ଆଗାମୀ…

ଟିଟିଲାଗଡ଼ରେ ଅଂଶୁଘାତରେ ଯୁବକ ମୃତ

ଟିଟିଲାଗଡ଼ : ରାଜ୍ୟରେ ପାରଦ ମିଟର ବଢିଚାଲିଛି । ଅଧିକାଂଶ ଜିଲ୍ଲାରେ 40 ଉପରେ ତାପମାତ୍ରା । ଏହା ଭିତରେ ଆସିଛି ଏକ ଅଂଶୁଘାତ ମୃତ୍ୟୁ ଖବର । ଗତ 25 ତାରିଖ ଟିଟିଲାଗଡ ସହରର ମହାରାଜ ସାଗର ହିଡ ଉପରୁ…

ପୋଲ ତଳକୁ ଖସିଲା କାର: ଦୁଇ ମୃତ

ଘଟଗାଁ : କାର ଦୁର୍ଘଟଣାରେ ଦୁଇ ମୃତ । କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରାସୋଳ ଛକ ନିକଟରେ କାର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାଇ…

ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା

ଜଗତସିଂହପୁର: ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା । ଜଗତସିଂହପୁର ଜିଲ୍ଲା ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଉଦ୍ଧାର କରାଯାଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦେଶ୍ୟରେ ଲଗାଇଥିଲା ତାହା ଜଣାପଡିନି । କିନ୍ତୁ…

ଜାଲ କାଗଜପତ୍ର ଦେଖାଇ ୬. ୮୮ କୋଟି ଟଙ୍କା ଲୋନ୍ ଅଭିଯୋଗ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ SBIର ବିଭିନ୍ନ ଶାଖାରୁ ଜାଲ୍ କାଗଜପତ୍ର ଦେଇ ପ୍ରାୟ ୬ କୋଟି ୮୮ ଲକ୍ଷ ଟଙ୍କାର ଲୋନ୍ ଅଭିଯୋଗରେ ଆଉ ଜଣେ ଗିରଫ । ଏହି ମାମଲାରେ EOW କଟକର ପ୍ରଦୀପ୍ତ କୁମାର ଲେଙ୍କାଙ୍କୁ ଗିରଫ କରିଛି ।…

ସମ୍ପ୍ରସାରଣ ହେବ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ, ଖୁବଶୀଘ୍ର ୬ ଲେନ ବିଶିଷ୍ଟ ଏଲେଭେଟେଡ଼ କରିଡର

ଭୁବନେଶ୍ୱର: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ହେବ । ନିର୍ମାଣ ହେବ ୬ ଲେନ ବିଶିଷ୍ଟ ହାଇ ସ୍ପିଡ଼ କରିଡର । ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ । ସ୍ୱତନ୍ତ୍ର ୟୁଟିଲିଟି…

ସେବା ପେପର ମିଲ୍ ଚଳାଇବା ଦାବିରେ ଜୟପୁର ବନ୍ଦ

ଜୟପୁର: ଆଜି ଜୟପୁର ବନ୍ଦ। ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଜୟପୁର କାଗଜକଳ ପୁନରୁଦ୍ଧାର ପାଇଁ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସମର୍ଥନ କରିଛି ବିଭିନ୍ନ ସଙ୍ଗଠନ। ଦୀର୍ଘଦିନ ହେଲା ପେପର ମିଲ୍ ବନ୍ଦ ରହିଥିବା…

ବଟି ପାଇଁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଗୋପ: ପୋଲିସ ଚେତାବନୀକୁ ଫୁ । ପୋଲିସକୁ ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ । ବଟି ପାଇଁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ। ପୁରୀ ଜିଲ୍ଲା ଗୋପ ଆନା ଅଧୀନ ଗିରିମା ଗାଁରେ ଆକ୍ରମଣ । ୨୬ ତାରିଖରେ ବିଳମ୍ବିତ ରାତିରେ ଗିରିମା…