ଇସ୍କନରେ ଅଦିନିଆ ରଥଯାତ୍ରା ବିରୋଧରେ ଶ୍ରୀମନ୍ଦିର ପ୍ରଶାସନର ଆଇନଗତ ଚେତାବନୀ
ଭୁବନେଶ୍ୱର : ଅଦିନିଆ ରଥଯାତ୍ରାକୁ ନେଇ ଆଇନଗତ ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। କିନ୍ତୁ ଇସ୍କନ ବିରୋଧରେ ଆଇନଗତ ପଦକ୍ଷେପ ନେଇପାରିବ କି ଶ୍ରୀମନ୍ଦିର ପ୍ରଶାସନ? ଶ୍ରୀମନ୍ଦିର ପ୍ରଶାସନ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଇସ୍କନକୁ ସତର୍କ କରାଇଛନ୍ତି ଯେ…
