ଟୁନା ହରିଜନ ସହ ୯ ଆନ୍ତଃରାଜ୍ୟ ଡକାୟତଙ୍କୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କା, ବନ୍ଧୁକ ଓ ଗୁଳି ଜବତ
ଜୟପୁର : ଆନ୍ତଃରାଜ୍ୟ ଅପରାଧୀ ଗିରଫ । ଲକ୍ଷାଧିକ ଟଙ୍କା , ବନ୍ଧୁକ ସହ ଗୁଳି ଜବତ। ଜେଲରୁ ଫେରୁଥିଲେ ପୁଣି ନୂଆ ଟିମ ଗଠନ କରି ଘଟlଉଥିଲେ ଅପରାଧ । କେବଳ କୋରାପୁଟରେ ସୀମିତ ନଥିଲା ଅପରାଧର ଚେର ।…