ଆସନ୍ତାକାଲି ପ୍ରଧାନ ବିଚାରପତିଙ୍କୁ ଭେଟିବେ ଖଡ଼ଗେ ଓ ରାହୁଲ, ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଅଭିଯୋଗ
ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନ ବିଚାରପତିଙ୍କୁ ଭେଟିବେ ଖଡ଼ଗେ ଓ ରାହୁଲ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବଡ଼ ଅଭିଯୋଗ ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସୃଷ୍ଟି କରୁଛନ୍ତି ଅରାଜକତା । ସିଜେଆଇଙ୍କ ନିକଟରେ କୌଣସି…