ଭାରତର ପ୍ରଥମ ଆଣ୍ଟି ସିପ୍ ମିସାଇଲ, ଆଖି ପିଛୁଳାକେ ଟାର୍ଗେଟକୁ କରିବ ଧ୍ବଂସ

ନୂଆଦିଲ୍ଲୀ : ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ନୂଆ ନୂଆ ଜ୍ଞାନକୌଶଳ ସାମିଲ୍ କରୁଛି । ସ୍ଵଦେଶୀ ଜ୍ଞନକୌଶଳକୁ ବଢ଼ାଇବାରେ ଲାଗିଛି ଦେଶ । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା…

ହାଇଦ୍ରାବାଦରେ ପୁଣି ୧୦୦ ବୁଲା କୁକୁରଙ୍କୁ ହତ୍ୟା

ହାଇଦ୍ରାବାଦ : ହାଇଦ୍ରାବାଦ ରଙ୍ଗାରେଡ୍ଡୀ ଜିଲ୍ଲାରେ ଚାଞ୍ଚଲ୍ୟ । ୟାଚାରାମ ଗାଁରେ ୧୦୦ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ । ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମ ସଚିବଙ୍କ ନିର୍ଦ୍ଦେଶରେ କୁକୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

ପ୍ରୟାଗରାଜରେ ଟ୍ରେନିଂ ବେଳେ ପୋଖରୀରେ ଖସିପଡ଼ିଲା ବାୟୁସେନା ବିମାନ

ପ୍ରୟାଗରାଜ : ପ୍ରୟାଗରାଜରେ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ । ଏୟାରକ୍ରାଫ୍ଟ ହଠାତ୍ ଆକାଶରେ ହଲିବାକୁ ଆରମ୍ଭ କରି ସହର ମଝିରେ ଥିବା ପୋଖରୀରେ ଖସିପଡିଥିଲା । ଏହି ଘଟଣା କେପି କଲେଜ ପଛରେ ଥିବା ପୋଖରୀରେ ଘଟିଛି । ସ୍ଥାନୀୟ…

ସ୍କୁଲ ଭ୍ୟାନରୁ ପଡି ଛାତ୍ର ମୃତ

ବିହାର : ବିହାର ଦରଭଙ୍ଗାରେ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଦର ଥାନା ଅଞ୍ଚଳରେ ଲୋଆମ ଗାଁ ସ୍ଥିତ ଏକ ସ୍କୁଲ ଭ୍ୟାନରୁ ପଡି ଛାତ୍ରର ଜୀବନ ଚାଲିଯାଇଛି । ଫଳରେ ପିଲାର ପରିବାରର ଶୋକର ଛାୟା ଖେଳିଯାଇଛି ।…

ନାସାରୁ ଅବସର ନେଲେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ତଥା ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୨୭ ବର୍ଷ ଧରି ନାସାରେ କାମ କରିବା ପରେ ଅବସର ନେଇଛନ୍ତି ସୁନୀତା । ମଙ୍ଗଳବାର ଏନେଇ ନାସା ଘୋଷଣା କରିଛି…

ଯାନ୍ତ୍ରିକ ତ୍ରୁଟି ଲାଗି DC ଅଞ୍ଚଳରେ ଅବତରଣ କଲା ଟ୍ରମ୍ପଙ୍କ ବିମାନ

ଆମେରିକା : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଟ୍ରମ୍ପ ସ୍ବିଜରଲ୍ୟାଣ୍ଡ ଯାତ୍ରା କରୁଥିବା ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି…

ନବୀନଙ୍କୁ ଭେଟିଲେ ପାଟକୁରା ନିବାସୀ

ଭୁବନେଶ୍ବର: ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ଘଟଣାରେ ବୁଧବାର ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡିର ପାଟକୁରାବାସୀ। ଆଜି ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ ବିଜେଡିରପାଟକୁରାବାସୀ। କିଛି ଦିନ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଘଟଣାରେ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପିଜି ଛାତ୍ରଙ୍କ ଆତ୍ମହତ୍ୟା । ଛାତ୍ର ଜଣକ ଅବସାଦ ଗ୍ରସ୍ତ ରହିଥିବା ସୂଚନା । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପିଜି ଦ୍ଵିତୀୟ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ର ଜଣକ ହେଲେ ଅର୍ଥନୀତି…

ଆମ ବସ୍ ଚଳାଇବା ଲାଗି ତାଲିମ ନେବେ ୨୦ ମହିଳା

ଭୁବନେଶ୍ବର: ଆମ ବସ୍ ଚଳାଇବେ ମହିଳା । ଏହାସହ କେବଳ ମହିଳାଙ୍କ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍ । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ । ସେମାନେ ସବୁ ହେଭି ଭେଇକିଲ ଚଳାଇବା ପାଇଁ ଲାଇସେନ୍ସପ୍ରାପ୍ତ…

ରାଜଧାନୀରେ ପ୍ରେମ ପ୍ରତାରଣାରୁ ଯୁବତୀକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ। ପ୍ରେମ ପ୍ରତାରଣାରୁ ଯୁବତୀକୁ ଧୋକ୍କା ଦେଇ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ। ବ୍ରହ୍ମପୁରରୁ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ୍। ଗିରଫ ଅଭିଯୁକ୍ତ ହେଲେ ବାପିନି…