ପ୍ରକାଶ ପାଇଲା CBSE ମାଟ୍ରିକ ପରୀକ୍ଷା ଫଳ, ବାଜି ମାରିଲେ ଛାତ୍ରୀ

ଭୁବନେଶ୍ବର: ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏଥିରେ ପୁଣି ବାଜି ମାରିଛନ୍ତି ଛାତ୍ରୀ । ପୁଅଙ୍କୁ ପଛରେ ପକାଇଲେ ଝିଅ । ଛାତ୍ରୀଙ୍କ ପାସ ହାର ୯୪.୯୯ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସହାର ୯୨.୬୦ ପ୍ରତିଶତ…

ଦମ୍ପତିଙ୍କୁ ଚାପି ଦେଲା ଟ୍ରକ: ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ କୁ ଚାପି ଦେଲା ପିଡିଏସ୍ ଚାଉଳ ଟ୍ରକ। ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର। ମୃତକ ହେଉଛନ୍ତି ଢେଙ୍କାନାଳ ଟାଉନଥାନା ରଗଡିସାହିର ଶ୍ୟାମସୁନ୍ଦର ନାୟକ । ଶ୍ୟାମସୁନ୍ଦରଙ୍କ ସ୍ତ୍ରୀ ଭାରତୀ ନାୟକଙ୍କୁ ଗୁରୁତର…

ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ମୋବାଇଲରୁ ମିଳିଲା ମୃତ୍ୟୁ ପୂର୍ବର ଭିଡିଓ

ଭୁବନେଶ୍ବର: ହଷ୍ଟେଲ ଭିତରେ ଝୁଲିପଡ଼ିଲେ ଯୁବତୀ । ଭିଡିଓ କଲରେ ପଠାଇଲେ ମୃତ୍ୟୁ ପୁର୍ବର ଭିଡିଓ । ମୋବାଇଲରୁ ମିଳିଲା ମୃତ୍ୟୁ ପୂର୍ବର ଭିଡିଓ । ଭୁବନେଶ୍ବର ଖାରବେଳନଗର ଥାନା ଇଣ୍ଡଷ୍ଟ୍ରିଆଲ କଲୋନୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ଘର ନୟାଗଡ…

କାରରୁ ୮ଲକ୍ଷର ନକଲି ନୋଟ ଜବତ, ୨ ଗିରଫ

ସୁବର୍ଣ୍ଣପୁର: ଗାଡ଼ିରୁ ୮ଲକ୍ଷର ନକଲି ନୋଟ ଜବତ । ସୋନପୁର ପୋଲିସକୁ ବଡ ସଫଳତା । ପାଟ୍ରୋଲିଂ ସମୟରେ ୮ଲକ୍ଷରୁ ଅଧିକ ନକଲି ନୋଟ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ବ୍ଲକ ଛକ ନିକଟରେ ଏକ…

ଶ୍ରୀମନ୍ଦିର ଚାରି ଦ୍ଵାରରେ ହେବ ଲଗେଜ ସ୍କାନର ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ । ଶ୍ରୀମନ୍ଦିର ଚାରିଦ୍ୱାରରେ ମେଟାଲ ଡିଟେକ୍ଟର ଦ୍ବାରା ଯାଞ୍ଚ ହେବ । ଚାରି ଦ୍ଵାରରେ ଖୁବ୍ ଶୀଘ୍ର ଲଗେଜ ସ୍କାନର ବ୍ୟବସ୍ଥା ସହ ଶ୍ରୀମନ୍ଦିର ସୁରକ୍ଷା ନେଇ ପୂର୍ବରୁ NIA ଦେଇଥିବା…

ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ: ଶିକ୍ଷକ ଗିରଫ

ରାଇକିଆ : ଗୁରୁ ନାଁରେ କଳଙ୍କ । ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଶିକ୍ଷକ…

ଧର୍ମ ପରିବର୍ତ୍ତନ କରିବାରୁ ସଂସ୍କାର ପାଇଁ ମିଳିଲାନି ଶ୍ମଶାନ, ୩୬ ଘଣ୍ଟା ପରେବି ଉଠିଲାନି ମୃତଦେହ

ଉମରକୋଟ : ୩୬ ଘଣ୍ଟା ପରେବି ଉଠିଲାନି ମୃତଦେହ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଣ୍ଡ୍ରି ଗାଁରେ ଏବେବି ପଡ଼ି ରହିଛି ମାଣିକ ସାନ୍ତାଙ୍କ ମୃତଦେହ । ନିଜ ମୂଳଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବ ସତ୍କାର ପାଇଁ…

ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ହେବ ମହାପ୍ରଭୁଙ୍କ ଦର୍ଶନ: ଆଇନ ମନ୍ତ୍ରୀ

ପୁରୀ : ସହଜ ହେବ ଜଗନ୍ନାଥ ଦର୍ଶନ । ଖୁବଶୀଘ୍ର ସ୍ଲଟ୍ ବୁକିଂ ଜରିଆରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ। ଉଭୟ ଲାଇନ ଓ ସ୍ଲଟ୍ ବୁକିଂ ଦର୍ଶନ ଜାରି ରଖିବା ନେଇ ଯୋଜନା ଚାଲିଛି। ସ୍ଲଟ୍ ବୁକିଂ କରି ଶ୍ରଦ୍ଧାଳୁମାନେ କିଭଳି…

ମହିଳାଙ୍କୁ ଦଳି ମାରି ଦେଲା ହାତୀ

 ହିନ୍ଦୋଳ: ହାତୀ ଆକ୍ରମଣରେ ମହିଳା ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ NAC ଅଞ୍ଚଳ ୫ ନମ୍ବର ୱାର୍ଡ ଧୂଣ୍ଡିନଳୀ ଗ୍ରାମର ଜୟନ୍ତୀ ସାହୁ…

କାକବନ୍ଧ ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା: ପୋଲିସ-ଜନତା ମୁହାଁମୁହିଁ, ଆଇଆଇସିଙ୍କ ସମେତ ୨୦ ପୋଲିସ କର୍ମଚାରୀ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର କାକବନ୍ଧ ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସ-ଜନତା ମୁହାଁମୁହିଁ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ଲାଠି ଚାଳନା। ବିକ୍ଷୋଭ କାରୀଙ୍କ ଢେଲା ମାଡରେ ରାସଗୋବିନ୍ଦପୁର ଆଇଆଇସିଙ୍କ ସମେତ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।…