ତରଭୁଜ ଖାଇ ନାବାଳକ ମୃତ, ୩ ଅସୁସ୍ଥ
ଛତିଶଗଡ଼ : ଛତିଶଗଡ଼ ଜାଞ୍ଜିଗିରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ତରଭୁଜ ଖାଇ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ୩ ଜଣ ଅସୁସ୍ଥ ଅବସ୍ଥାରେ ରହିଥିବା ଜଣାପଡିଛି । ସେମାନଙ୍କ ଚିକିତ୍ସା…
ଛତିଶଗଡ଼ : ଛତିଶଗଡ଼ ଜାଞ୍ଜିଗିରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ତରଭୁଜ ଖାଇ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ୩ ଜଣ ଅସୁସ୍ଥ ଅବସ୍ଥାରେ ରହିଥିବା ଜଣାପଡିଛି । ସେମାନଙ୍କ ଚିକିତ୍ସା…
ତାମିଲନାଡୁ : ଥାଲପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ୍ ଷ୍ଟପ୍ ଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଥିବା ୭୧୭ଟି ସରକାରୀ TASMAC ମଦ…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରାଜଗଢ ଜିଲ୍ଲାର ପଚୋରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗତକାଲି ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ସହର ମଝିରେ ଥିବା ଏକ ଭାରତ ପେଟ୍ରୋଲିୟମ୍ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।…
ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ସଞ୍ଚୟ ପାଇଁ ସୁନା, ଇନ୍ଧନ, ଖାଇବା ତେଲ, ସାର ଓ ବିଦେଶ ଯାତ୍ରା ଆଦି ବାବଦରେ ଖର୍ଚ୍ଚ କମ୍ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ । ଏହାପରେ, ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି ।…
ନୂଆପଡ଼ା : ଚାଷ ଜମିକୁ ଜଳ ଅଭାବରେ ରବି ଧାନ ଫସଲ ନଷ୍ଟ । ପ୍ରତିବାଦରେ ଡ୍ୟାମ ପାଣିରେ ବୁଡ଼ି ଜଳ ସତ୍ୟାଗ୍ରହ । ନୂଆପଡ଼ା ଜିଲ୍ଲା ପତୋରା ଡ୍ୟାମ ପାଣିରେ ବୁଡ଼ି ଜିଲ୍ଲା କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ । ନୂଆପଡ଼ା…
ଭୁବନେଶ୍ୱର : ଆସନ୍ତା ୧୪ ତାରିଖରେ ପୋଲିସ ମୁଖ୍ୟାଳୟ ଘେରାଉ କରିବ ବିଜେଡି । କଟକରେ ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ବୀଭତ୍ସ ହତ୍ୟା ଘଟଣାରୁ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ…
ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ନିତିନ ନବୀନ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ । ଜଟଣୀରେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଉଦଘାଟନୀ ସହ…
ବାରଙ୍ଗ: କଟକ ବାରଙ୍ଗରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ । ଖଣ୍ଡା ଚୋଟରେ ୩ ଯୁବକ ଗୁରୁତର । ଗୁରୁତର ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । କାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ । ତେବେ କେଉଁ କାରଣରୁ…
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାରୀଙ୍କ ଫାଶରେ ପଡ଼ି ଯାଇଛି। ସୋମବାର ବିଳମ୍ବିତ ରାତିରେ ବାଘଟି ନିକଟସ୍ଥ କୁଲଡିହା ଅଭୟାରଣ୍ୟରୁ ପଳାଇ ଆସି ନୀଳଗିରି ରେଞ୍ଜରେ ମୃତ୍ୟୁଘଟିଥିବା ଅନୁମାନ କରାଯାଉଛି।…
ଅନୁଗୁଳ : ଟ୍ରେଞ୍ଚରେ ପଡ଼ିଥିବା ହାତୀଛୁଆ ସୁରକ୍ଷିତ ଭାବେ ଉଦ୍ଧାର। ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀପଲ ମଧ୍ୟରୁ ଏକ ହାତୀଛୁଆ ଟ୍ରେଞ୍ଚରେ ପଡିଯାଇଥିଲା । ବନବିଭାଗ ପକ୍ଷରୁ ହାତୀଛୁଆକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଟ୍ରେଞ୍ଚ ଭିତରେ ଖସି ପଡ଼ିଥିଲା ହାତୀ…