ଫ୍ଲାଇଟ୍ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା: ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
କାନାଡ଼ା : କାନାଡ଼ାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । କାନାଡ଼ାସ୍ଥିତ ଭାରତୀୟ ଦୂତାବାସ (କନ୍ସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ, ଭାଙ୍କୁଭର) ଦ୍ୱାରା ଦିଆଯାଇଛି । ଉଭୟ ଛାତ୍ର କାନାଡ଼ାରେ ନିଜର…