ଡାକ୍ତର ଅନୁପସ୍ଥିତିକୁ ନେଇ ମେଡିକାଲରେ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ
ବାଙ୍ଗିରିପୋଷି: ଡାକ୍ତର ଅନୁପସ୍ଥିତିକୁ ନେଇ ମେଡିକାଲରେ ଉତ୍ତେଜନା । ମୟୂରଭଞ୍ଜ ଜିଲ୍ଲା ସାରସକଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା । ଡାକ୍ତର ଅନୁପସ୍ଥିତିକୁ ନେଇ ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ମୃତ ଶିଶୁର ସମ୍ପର୍କୀୟ । ମୁଣ୍ଢାକଟା…