September 2026

ସିଙ୍ଗାରି ପଞ୍ଚାୟତରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ, ଗ୍ରାମବାସୀ ଆତଙ୍କିତ

​କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ ଅଞ୍ଚଳରେ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀଙ୍କ ମଧ୍ୟରେ…

ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସୁଛି ୩ଟି ବାତ୍ୟା !

ଭୁବନେଶ୍ୱର: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିପାରେ ୩ଟି ବାତ୍ୟା! ଭାରତ ମହାସାଗରରେ ଆସିପାରେ ୩ଟି ଟ୍ରପିକାଲ ସାଇକ୍ଲୋନ୍। ଝଡ଼ର ତୀବ୍ରତା ଓ ଅବଧିକୁ ମାପୁଥିବା Power Dissipation Index-PDI ତଥ୍ୟ କୁ ଆଧାର କରି କିଛି ଏଭଳି ସଙ୍କେତ ଦେଇଛି ଇସ୍ରୋ।…

ରାଜ୍ୟରେ ଲାଗୁ ହେବ ୟୁସିସି ! ସମସ୍ତଙ୍କୁ ମିଳିବ ସମାନ ଅଧିକାର

ଭୁବନେଶ୍ୱର: ୨୦୨୯ ସୁଦ୍ଧା ଏନ୍‌ଡ଼ିଏ ନେତୃତ୍ୱାଧୀନ ୨୧ ଟି ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି। ଏହା ଘୋଷଣା ପରେ ଓଡ଼ିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର…

ମାନସିକ ଚାପ ହ୍ରାସ ପାଇଁ ଓପନ୍ ଏନକ୍ଲୋଜରକୁ ଯିବେ ୫ ଶିଶୁ ଓରାଙ୍ଗଉଟାନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଉଦ୍ଧାର କରାଯାଇଥିବା ପାଞ୍ଚଟି ଶିଶୁ ଓରାଙ୍ଗଉଟାନଙ୍କ ନସିକ ଚାପ ହ୍ରାସ ମାକରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଏକ ଖୋଲା ଆକାଶ ତଳକୁ ସ୍ଥାନାନ୍ତର କରିବା ନେଇ ବିଚାରବିମର୍ଶ କରୁଛନ୍ତି। ଏହି ପ୍ରସ୍ତାବ ଉପରେ…

ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର: ସୋମବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ। ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନରେ ଥିବା ଦେହେରିପାଲି ଅଞ୍ଚଳରେ ଗଣେଶ ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିପୋଡ଼ି ପାଉଁଶ ହେଲା ସବୁ ସାଜସଜ୍ଜା। ଦେହେରିପାଲି ପୂଜା କମିଟି ଦ୍ୱାରା ଆୟୋଜିତ ଗଣେଶ…

ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ନୂଆଖାଇ ପର୍ବ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସାହ ଓ ଉଦ୍ଦୀପନାରେ ମୁଖରିତ ହୋଇଉଠିଥିବା ବେଳେ ସମ୍ବଲପୁରସ୍ଥିତ ମା’ ସମଲେଶ୍ୱରୀଙ୍କ ନିକଟରେ ‘ନବାନ୍ନ’ ଲାଗି କରାଯାଇଛି। ଚଳିତ ଋତୁର ପ୍ରଥମ ନୂଆ ଚାଉଳରୁ ପ୍ରସ୍ତୁତ ଅନ୍ନକୁ ନବାନ୍ନ ରୂପେ ମାଙ୍କ…

୧୯ରୁ ବିଦାୟ ନେବ ମୌସୁମୀ ବାୟୁ…

ଭୁବନେଶ୍ୱର: ଦେଶର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସେପ୍ଟେମ୍ବର ୧୫ ତାରିଖରେ ଉତ୍ତର-ପୂର୍ବ, ଉତ୍ତର ଭାରତ ଏବଂ ପୂର୍ବ ଭାରତର ଅନେକ ସ୍ଥାନରେ ବର୍ଷା ଏବଂ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। IMD…

ହର୍ମୁଜରେ ପୁଣି ଆକ୍ରମଣ; ୩% ବୃଦ୍ଧି ପାଇଲା ଅଶୋଧିତ ତୈଳ ଦର

ତେହେରାନ: ହର୍ମୁଜ ପ୍ରଣାଳୀ ଏବଂ ଉପସାଗରୀୟ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ନିକଟରେ ହୋଇଥିବା ଆକ୍ରମଣ ବିଶ୍ୱ ଯୋଗାଣ ସଙ୍କଟକୁ ଆହୁରି ବଢ଼ାଇଛି।ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ…

ମାସୁଦ୍‌କୁ ନେଇ ପାକିସ୍ତାନରେ ପୁଣି ଚାଞ୍ଚଲ୍ୟ, ସୂଚନା ଦେଲେ ମିଳିବ ୭୦ ଲକ୍ଷର ପୁରସ୍କାର !

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଆଜାରକୁ ପୁଣି ଥରେ ମୋଷ୍ଟ ୱାଂଟେଡ ତାଲିକାରେ ସ୍ଥାନ ଦେଇଛି ପାକିସ୍ତାନ । ତାକୁ ଧରିଦେଲେ ବା ତା ସମ୍ପର୍କିତ ଖବର ଦେଲେ ୭୦ ଲକ୍ଷ ପାକିସ୍ତାନୀ ଟଙ୍କା ପୁରସ୍କାର ସ୍ୱରୂପ…

ଗୋଆ ବିଧାନସଭା ନିର୍ବାଚନ: ଏକାଠି ଲଢ଼ିବେ ଆପ୍-ଜିଏଫପି

ପାନାଜୀ: ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ଓ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ରବିବାର…