ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ତେଣ୍ଟାରେ ଭୁଷି ହତ୍ୟା କଲା ସ୍ଵାମୀ
ଜଗତସିଂହପୁର: ଜଗତସିଂହପୁର ଥାନା ଅଧିନ ଯକୋଟି ପଞ୍ଚାୟତ ବଳରାମପୁର ଗାଁରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ସ୍ୱାମୀ ବାଦଲ ଓରଫ ଦିଗମ୍ବର ସ୍ୱାଇଁ ନିଜ ସ୍ତ୍ରୀ ପୁଷ୍ପାଲତା ସ୍ବାଇଁଙ୍କ ବେକକୁ…