ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା: ବିନା ଫାର୍ମାସୀ ଡିଗ୍ରୀରେ ଖୋଲିପାରିବେ ଔଷଧ ଦୋକାନ
ଭୁବନେଶ୍ୱର: ସାଧାରଣ ଗରିବ ଲୋକଙ୍କୁ ଶସ୍ତାରେ ଉନ୍ନତମାନର ଜେନେରିକ୍ ଔଷଧ ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଏବେ ଯୁବବର୍ଗଙ୍କ ପାଇଁ ରୋଜଗାରର ଏକ ନୂଆ ମାଧ୍ୟମ ପାଲଟିଛି । ସ୍ୱଳ୍ପ ପୁଞ୍ଜି ବିନିଯୋଗ କରି…