September 2026

ଗୁଣି ସନ୍ଦେହରେ ହତ୍ୟା ପରେ ପୋଡ଼ି ଦେଲେ, ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର

ବ୍ରହ୍ମପୁର: ଗୁଣି ସନ୍ଦେହରେ ବର୍ବରକାଣ୍ଡ । ରାତି ଅଧରେ ଜଣଙ୍କୁ ଘରୁ ଡାକିନେଇ ହତ୍ୟା ପରେ ପୋଡ଼ିଦେଲେ ଗାଁ ଲୋକେ । ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର ଆହତ । ​ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରମା ଗାଁରେ ଲୋମହର୍ଷଣକାରୀ…

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

ଗୋପ: ନିମାପଡାରେ ଗଣ ଦୁଷ୍କର୍ମ ଅଭିଯୋଗ । ୪ ଜଣଙ୍କୁ ଉଠାଇନେଲା ପୋଲିସ । ପୁରୀ ଜିଲ୍ଲା ନିମାପଡା କେନାଲ ରୋଡ଼ରେ ଥିବା ନନ୍ଦିନୀ ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିବା ଜଣାପଡିଛି । ମହିଳା ଜଣଙ୍କ ଅନୁଗୁଳ…

ଗାଁ ଆଖପାଖରେ ବୁଲୁଛି କଲରାପତରିଆ, ଗ୍ରାମବାସୀ ଆତଙ୍କିତ

ନୂଆପଡ଼ା: ଗାଁରେ ବୁଲୁଛି ବାଘ । ନୂଆପଡ଼ା ଜିଲ୍ଲା ଖୁଟବନଭେରା-ପତୋରା ମୁଖ୍ୟ ରାସ୍ତାରେ ବୁଲୁଛି କଲରାପତରିଆ । ବାଘକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାତିରେ ଗାଡ଼ିରେ ଯିବା ବେଳେ ଜଣେ ବ୍ୟକ୍ତି ରାସ୍ତାକଡ଼ରେ ବାଘକୁ ଦେଖିଥିଲେ ।…

ଆଠଗଡ଼ରେ ବନ୍ୟା, ହୁଳହୁଳା ପୋଲ ଉପରେ ତିନି ଫୁଟର ପାଣି

ଆଠଗଡ଼: ଆଠଗଡ଼ରେ ପଶିଲା ବନ୍ୟା ପାଣି । ବୁଡ଼ିଲା ହୁଳୁହୁଳା ପୋଲ । ହୁଳହୁଳା ପୋଲ ଉପରେ ତିନି ଫୁଟର ବନ୍ୟାଜଳ । ଉତ୍ତର ବାଙ୍କୀରୁ ତିଗିରିଆକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଛିନ ହୋଇଯାଇଛି । ଉତ୍ତର ବାଙ୍କୀର ୧୦ରୁ ଅଧିକ…

MMDR ବିଲ୍ ପ୍ରତ୍ୟାହାର ଦାବିରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: MMDRକୁ ନେଇ ଗର୍ଜିଲା ବିଜେଡି। ଗାନ୍ଧୀ ମାର୍ଗରେ MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ। ବିଧାନସଭାରେ କକ୍ଷତ୍ୟାଗ କରି ଧାରଣାରେ ବିଜେଡି ବିଧାୟକ। ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିରୋଧୀ ଦଳ…

ବିଧାନସଭାରେ ଭେଜାଲ୍ ଛେନା-ପନିର ତାତି: ନିଆଳିରେ ୨୭୫ ବେପାରୀଙ୍କ ନାଁରେ ମାମଲା

ଭୁବନେଶ୍ୱର: ରାଜ୍ୟରେ ଏବେ ଛେନା ଓ ପନିର ନାଁରେ ବିଷ ବିକ୍ରି ହେଉଛି । ଅଧିକ ଲାଭ ଆଶାରେ କିଛି ଅସାଧୁ ବ୍ୟବସାୟୀ ଛେନା ଓ ପନିରରେ ଷ୍ଟାର୍ଚ୍ଚ (ଶ୍ୱେତସାର) ଏବଂ ଡିଟରଜେଣ୍ଟ ଭଳି ମାରାତ୍ମକ ରସାୟନିକ ଦ୍ରବ୍ୟ ଅପମିଶ୍ରଣ କରୁଛନ୍ତି,…

ବାଣ ବିକ୍ରି ବେଳେ ବିସ୍ଫୋରଣ; ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ହରିଚନ୍ଦନପୁର ଥାନା ଅଞ୍ଚଳର ମାନପୁର ଗାଁରେ ବାଣ ବିକ୍ରି ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ, ଚାରଧାମ ଯାତ୍ରା ସ୍ଥଗିତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁଁ ଚାରଧାମ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ରେଡ ଆଲର୍ଟ ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ଚାରଧାମ ଯାତ୍ରାକୁ…

ଦୁରୁପଯୋଗ ହେଲେ AI ନେଇପାରେ ୧୦୦ କୋଟି ଲୋକଙ୍କ ଜୀବନ, ଚେତାବନୀ ଦେଲେ ବିଲ ଗେଟ୍ସ

ନୂଆଦିଲ୍ଲୀ : ନିୟନ୍ତ୍ରଣରେ ନରଖିଲେ AI ନେବ କୋଟି କୋଟି ଲୋକଙ୍କ ଜୀବନ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କ ବଡ଼ ଚେତାବନୀ । AI ଏବେ ବେଶ ଶକ୍ତିଶାଳୀ ହୋଇସାରିଛି । ଏହାର ଦୁରୁପଯୋଗ ହେଲେ…

ଜେଲାଟିନ୍ ଛଡ଼ରୁ ବିସ୍ଫୋରଣ ଘଟି, ୪ ମୃତ ଓ ୫ ଆହତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ୟବତମାଳ ଜିଲ୍ଲାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଟ୍ରାକ୍ଟର ସହ ଯୋଡ଼ା ଟ୍ରଲିରେ ରଖାଯାଇଥିବା ଜେଲାଟିନ୍ ଛଡ଼ରୁ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ମହାରାଷ୍ଟ୍ରର ୟବତମାଳ…