ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ, ୩ ଗିରଫ

ବରଗଡ଼: ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବାପ, ପୁଅ ଓ ଜ୍ବାଇଁ ଗିରଫ। ବରଗଡ଼ ଜିଲ୍ଲା ଭେଡେନ ଥାନା ରେମଣ୍ଡା ପଂଚାୟତରେ ଚାଞ୍ଚଲ୍ୟ । ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୩ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି…

ପୋଲିସ ଘରୁ, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର

ଯାଜପୁର: ପୋଲିସ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଦିନ ଦ୍ୱିପ୍ରହରରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଅଳଙ୍କାର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଝାଲସୁଖା ସ୍ଥିତ ଜଣେ ପୋଲିସ କର୍ମଚାରୀଙ୍କ ଘରୁ ଲୁଟ ହୋଇଛି…

ଆସନ୍ତାକାଲି ଜାଗର; ଲୋକନାଥ ପୀଠରେ ଭୋର ୪ ଟାରେ ଉଠିବ ମହାଦୀପ

ପୁରୀ: ଆସନ୍ତାକାଲି ଜାଗର । ପୁରୀର ପ୍ରସିଦ୍ଧ ଲୋକନାଥ ପୀଠରେ ମହାଶିବରାତ୍ରୀ ପାଇଁ ବ୍ୟାପକ ପ୍ରସ୍ତୁତି । ଭୋର ୪ ଟାରେ ମହାଦୀପ ଉଠିବ । ଶୃଙ୍ଖଳିତ ନୀତିକାନ୍ତି ସହିତ ଭକ୍ତମାନେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିପାରିବେ…

ଇରାନ ଅଭିମୁଖେ ଯାତ୍ରା କରିବ ଦ୍ୱିତୀୟ ଆମେରିକୀୟ ଯୁଦ୍ଧ ବିମାନ ଜାହାଜ

ନୂଆଦିଲ୍ଲୀ: ଇରାନ ଆମେରିକା ୟୁଦ୍ଧ ଆଶଙ୍କା ମଧ୍ୟରେ ଆମେରିକାର ଏକ ବଡ଼ କାର୍ଯ୍ୟକଳାପ ସାମନାକୁ ଆସିଛି। ବିଶ୍ୱର ସର୍ବବୃହତ ବିମାନ ବାହକ ଜାହାଜକୁ ପଶ୍ଚିମ ଏସିଆକୁ ପଠାଇବ ଆମେରିକା। ପୂର୍ବରୁ ଥିବା ଅନ୍ୟ ଏକ ବିମାନକୁ ସମର୍ଥନ କରିବ ଏହି ଜାହାଜ।…

ହଟ୍ଟଗୋଳ ପରେ ଗୃହ ମୁଲତବୀ: ହରଦୀପ ପୁରୀଙ୍କ ନାଁରେ ସ୍ଲୋଗାନ

ନୂଆଦିଲ୍ଲୀ: ଶୁକ୍ରବାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ଆଜି ବି ଗୃହରେ ହଟ୍ଟଗୋଳ ଯୋଗୁଁ ଲୋକସଭାରେ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଥିଲା। ପାଞ୍ଚ ମିନିଟ୍ ଅଧିବେଶନ ସମୟରେ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିବା ସହ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କ…

ସେବା ତୀର୍ଥ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଗୁରୁତ୍ବପୂର୍ଣ୍ଣ ଫାଇଲରେ କଲେ ଦସ୍ତଖତ

ନୂଆଦିଲ୍ଲୀ : PMOର ନୂଆ ଠିକଣା ସେବା ତୀର୍ଥ । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ନୂଆ ଠିକଣା ପାଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆନୁଷ୍ଠାନିକ ଭାବେ ସେବା ତୀର୍ଥ…

ଗୋଟିଏ ପରିବାରର ୪ ସଦସ୍ୟଙ୍କ ସମେତ ୬ ଜଣଙ୍କୁ ଦଳିମାରିଲା ଦନ୍ତା

ଝାଡ଼ଖଣ୍ଡ : ଜଙ୍ଗଲୀ ହାତୀ ପଲଙ୍କ ହାବୁଡରେ ପଡ଼ିଗଲେ ପୂରା ପରିବାର । ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ସମେତ ଅତି କମରେ ୬ ଜଣଙ୍କୁ ଦଳି ମାରିଦେଇଛି ହାତୀ । ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାରେ ଏହି ଦୁଃଖଦ ଘଟଣା…

ପାର୍ଟିରୁ ଫେରିବା ବେଳେ ୬ ଜଣଙ୍କ ଉପରେ କାର ମଡ଼ାଇଦେଲା ଦ୍ଵାଦଶ ଶ୍ରେଣୀ ଛାତ୍ର

ଲକ୍ଷ୍ନୌ : ଲକ୍ଷ୍ନୌରେ ଛାତିଥରା ଦୁର୍ଘଟଣା । ୬ ଜଣଙ୍କୁ ଚାପିଦେଲା ଦ୍ଵାଦଶ ଶ୍ରେଣୀ ଛାତ୍ର । ଗାର୍ଲଫ୍ରେଣ୍ଡ୍ ସହ ଫେୟାରୱେଲ୍ ପାର୍ଟି ସାରି ଫେରିବା ବେଳେ ଘଟାଇଲା ଭୟଙ୍କର ଦୁର୍ଘଟଣା । ତେବେ ଦୁର୍ଘଟଣା ଘଟାଇବା ପରେ ଛାତ୍ର ଜଣଙ୍କ…

ଦିଲ୍ଲୀର କିଛି ସ୍କୁଲକୁ ବୋମା ଧମକ, ତଦନ୍ତ କରୁଛି ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀର କେତେକ ସ୍କୁଲକୁ ପୁଣି ବୋମା ଧମକ ଖବର ସାମ୍ନାକୁ ଆସିଛି । ସ୍କୁଲ ପ୍ରଶାସନ ପକ୍ଷରୁ ପୋଲିସକୁ ଏହି ଧମକ ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ପୋଲିସ ଘଟଣାସ୍ଥଳରେ…

ବେଙ୍ଗାଲୁରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୭ ଯାତ୍ରୀଙ୍କ ଜୀବନ

ବେଙ୍ଗାଲୁରୁ : ଆଜି ସକାଳୁ ସକାଳୁ ବେଙ୍ଗାଲୁରୁ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବେଙ୍ଗାଳୁରୁ ହୋସକୋଟ-ଦାବାସପେଟ୍ ରାଜପଥରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏକ…