ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୭ ଶ୍ରମିକ ମୃତ

ଛତିଶଗଡ଼: ଛତିଶଗଡ଼ ବଲୋଦା ବଜାରରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ପ୍ଲାଣ୍ଟର ଡିଏସି କୋଇଲା ଭାଟିରେ ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ୭ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ବିସ୍ଫୋରଣରେ କିଛି ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି…

ବସ-ଟ୍ରକ ଧକ୍କା ହେବା ଯୋଗୁଁ ଲାଗିଲା ନିଆଁ, ୨ ମୃତ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ନନ୍ଦାଲ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଘରୋଇ ବସ୍ ଏବଂ କଣ୍ଟେନର ଲରି ଧକ୍କା ହେବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ରାତି ୧.୩୦ ମିନିଟରେ ଘଟିଛି । ଖବର…

ସୁରକ୍ଷା କଥା ଉଠାଇ ଗ୍ରୀନଲାଣ୍ଡ ଉପରେ ଅଧିକାର ଜାହିର କଲେ ଟ୍ରମ୍ପ

ନୂଆଦିଲ୍ଲୀ : ପୁଣି ଗ୍ରୀନଲାଣ୍ଡ ଦାବି ଦୋହରାଇଲେ ଟ୍ରମ୍ପ । ସୁରକ୍ଷା କଥା ଉଠାଇ ଗ୍ରୀନଲାଣ୍ଡ ଉପରେ ଅଧିକାର ଜାହିର କରିଛନ୍ତି ଟ୍ରମ୍ପ । ଆମେରିକା କେବଳ ଗ୍ରୀନଲାଣ୍ଡକୁ ସୁରକ୍ଷା ଦେଇପାରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।…

ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ

ମାଲକାନଗିରି : ଲାଲବାହିନୀକୁ ବଡ଼ ଧକ୍କା । ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ପତିରାମ ମାଝୀ ସମେତ ୧୨ ମୃତ । ସେଣ୍ଟ୍ରାଲ କ୍ୟାଡର ଶୀର୍ଷ ମାଓ ମାଓ ନେତା ପତିରାମ ମାଝୀ । ତା ମୁଣ୍ଡ…

ରାଜ୍ୟରେ ବନ୍ଦ ହେଲା ତମାଖୁ ଏବଂ ନିକୋଟିନ୍‌ର ବ୍ୟବହାର, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ । ନା ହେବ ଉତ୍ପାଦନ, ନା ହେବ ବିକ୍ରି । ଚଳିତବର୍ଷ ଜାନୁୟାରୀ ୨୧ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଆସନ୍ତାକାଲି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି, ପରାକ୍ରମ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର: ସଜେଇ ହେଲାଣି ନେତାଜୀଙ୍କ ଜନ୍ମସ୍ଥାନ । ଆସନ୍ତାକାଲି ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବେ ସରକାର। କାଲି ଆସୁଛନ୍ତି ଉପ ରାଷ୍ଟ୍ରପତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ନେତାଜୀ…

ନିଖୋଜ ୪ ନାବାଳକ ସ୍କୁଲରୁ ଉଦ୍ଧାର, କ୍ରିକେଟ ଦେଖିବାକୁ ଯାଇ ଘରପୁ ଫେରି ନଥିଲେ

ଦେବଗଡ଼ : ନିଖୋଜ ୪ ନାବାଳକ ସ୍କୁଲରୁ ଉଦ୍ଧାର । କ୍ରିକେଟ ଦେଖିବାକୁ ଯାଇ ଛାତ୍ରମାନେ ନିଖୋଜ ହୋଇଥିଲେ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଂକବୀର ଗାଁରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ୪ ଜଣ ନାବାଳକ ଆଉ…

ଭିନ୍ନ ଭିନ୍ନ ଅଭିଯୋଗକୁ ନେଇ ବିଜେଡ଼ିକୁ ଖୋଲା ଆହ୍ୱାନ ଦେଲେ ଅରବିନ୍ଦ ମହାପାତ୍ର

ଭୁବନେଶ୍ବର: ନିଲମ୍ବନ ପରେ ଦଳର ଅଭିଯୋଗକୁ ଖୋଲା ଆହ୍ୱାନ ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଅଭିଯୋଗକୁ ନେଇ କଲେ ଖୋଲା ଆହ୍ୱାନ କରିବା ସହ ଅତନୁ ସବ୍ୟସାଚୀଙ୍କୁ ନିଶାଣ କଲେ । ଅରବିନ୍ଦ କହିଛନ୍ତି , ମୁଁ…

ଜମାକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗ: ଗ୍ରାହକସେବା କେନ୍ଦ୍ର ପରିଚାଳକଙ୍କୁ ମାଡ଼

ବାଲିଆପାଳ : ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଭାରତୀୟ ଷ୍ଟେଟବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଦାୟିତ୍ୱରେ ଥିବା ପରିଚାଳକ ରଞ୍ଜନ ରଣାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପିଟିଛନ୍ତି ଉତ୍ୟକ୍ତ ଜମାକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର…

ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବା ଧମକ ମାମଲାରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେବା ଘଟଣାରେ ପୁଲିସକୁ ମିଳିଛି ବଡ଼ ସଫଳତା। ସୋସିଆଲ ମିଡିଆ ମାଧ୍ୟମରେ ଧମକ ଦେଇଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରତୀକ୍ ମିଶ୍ରଙ୍କୁ ପୁରୀ ସିଂହଦ୍ୱାର ଥାନା ପୁଲିସ ଗିରଫ କରିଛି।…