ଜୀବନ ନେବାକୁ ହ୍ୟୁମାନଙ୍କୁ ବିଷ ଦିଆଯାଇଥିବା ଆଶଙ୍କା

ଭୁବନେଶ୍ବର: ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର । ଜୀବନ ନେବାକୁ ବିଷ ଦିଆଯାଇଥିବା ଆଶଙ୍କା । ମାଆ ଶେଫାଳୀ ସୁନାଙ୍କ ଥାନାରେ ଏତଲା ପରେ ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ପୁଅ ମୃତ୍ୟୁର ପ୍ରାୟ ଦେଢ ମାସ…

ଆଇଆଇସିଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ

ଅନୁଗୋଳ: ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ଅନୁଗୋଳ ସାଇବର ଥାନା ଅଧିକାରୀ ଖଲେଶ୍ୱର ସେଠିଙ୍କୁ ହତ୍ୟା ଉଦ୍ୟମ । ରାତି ଅଧରେ ବସ ଚଢାଉ ହତ୍ଯା ଉଦ୍ୟମ କଲେ ଦୁର୍ବୃତ୍ତ । ବାଇକ୍ ରେ ଯାଉଥିବାବେଳେ ଗାଡ଼ି…

ଅଗ୍ନିବୀରଙ୍କୁ ଆଶ୍ବସ୍ତି, ସୀମା ସୁରକ୍ଷା ବଳ ନିଯୁକ୍ତିରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ : ଅଗ୍ନିବୀର ଯବାନଙ୍କୁ ବଡ଼ ଆଶ୍ବସ୍ତି । ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି…

VB G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଇତିହାସ ପାଲଟିଲା ମନରେଗା । VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ । ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଆଇନରେ ପରିଣତ ହୋଇଛି VB G RAM G । ନୂଆ ଆଇନରେ ଗ୍ରାମୀଣ…

ଗଗନାୟନ ମିଶନ ପାଇଁ ସଫଳ ହେଲା ଇସ୍ରୋର ଡ୍ରୋଗ ପାରାସୁଟ୍ ପରୀକ୍ଷଣ

ନୂଆଦିଲ୍ଲୀ: ମାନବ ମିଶନ ଆଡ଼କୁ ଆଉ ପାଦେ ଅଗ୍ରସର ଭାରତ । ସଫଳତାର ସହ ଡ୍ରୋଗ ପାରସୁଟ୍ ଡିପ୍ଳଏମେଣ୍ଟ କ୍ବାଲିଫିକେସନ ଟେଷ୍ଟ କଲା ଇସ୍ରୋ । ଗଗନାୟନ କ୍ରିୟୁ ମଡ୍ୟୁଲ ପାଇଁ ଏହି ପରୀକ୍ଷା । ସଫଳତାର ସହ ଚଣ୍ଡିଗଡ଼ RTRS…

ଭୁଶୁଡିଲା ନିର୍ମାଣାଧୀନ ବେସମେଣ୍ଟ, ଚାପି ହୋଇଛନ୍ତି ଅନେକ ଶ୍ରମିକ !

ଆଗ୍ରା : ତାଜ ନଗରୀ ଆଗ୍ରାର ନମକ ମଣ୍ଡି ଅଞ୍ଚଳରେ ବଡ଼ ଅଘଟଣ । ବେସମେଣ୍ଟ ନିର୍ମାଣ ସମୟରେ କାନ୍ଥ ଧସିଯିବାରୁ ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି ।…

ମହଙ୍ଗା ହେଲା ଟ୍ରେନ୍ ଭଡ଼ା

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପକେଟକୁ ଝଟକା । ଦୂର ଯାତ୍ରା ପାଇଁ ମହଙ୍ଗା ହେଲା ରେଳ ଭଡ଼ା । ୫୦୦ କିଲୋମିଟିର ପାଇଁ ୧୦ ଟଙ୍କା ବଢ଼ିଲା ଏସି ଟିକେଟ । ଏସି କୋଚ୍ ପାଇଁ କିଲୋମିଟର ପିଛା ୨ ପଇସା…

ନୋଏଡ଼ାରେ ଘନ କୁହୁଡ଼ି ଓ ବାୟୁ ପ୍ରଦୂଷଣ, ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ : ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଧୀରେ ଧୀରେ ଶୀତ ପ୍ରଭାବ ବୃଦ୍ଧି ପାଉଛି । ଥଣ୍ଡା ବଢିବା ସହ କୁହୁଡ଼ି ମଧ୍ୟ ବଢିବାରେ ଲାଗିଛି । ବାୟୁ ଗୁଣବତ୍ତାରେ ପରିବର୍ତ୍ତନ ହେବାରୁ ଲୋକଙ୍କ ସମସ୍ୟାର କାରଣ ପାଲଟିଛି । ସକାଳେ…

ଦକ୍ଷିଣ ଆଫ୍ରିକାରେ ଆଖିବୁଜା ଗୁଳିମାଡ଼, ୧୦ ମୃତ, ୧୦ ଆହତ

ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାନୁଯାୟୀ, ଦକ୍ଷିଣ ଆଫ୍ରିକାର ବେକର୍ସଡାଲର…

ଘନେଇଲା ଯୁଦ୍ଧ ବାଦଲ, ଆହୁରି କଡ଼ାକଡ଼ି କଟକଣା ଲାଗୁ କଲେ ଟ୍ରମ୍ପ

ଆମେରିକା : ଘନେଇଲା ଯୁଦ୍ଧ ବାଦଲ । ଭେନେଜୁଏଲା ଉପରେ ଆମେରିକାର କଡ଼ା କାର୍ଯ୍ୟାନୁଷ୍ଠାନ । ଆମେରିକା କବଜାରେ ଦୁଇଟି ବଡ଼ ତେଲ ଟାଙ୍କର । ଆମେରିକା ସରକାର ଭେନେଜୁଏଲା ଉପରେ ଲଗାଯାଇଥିବା କଟକଣାକୁ ଆହୁରି କଡ଼ାକଡ଼ି କଲେ । ଯେଉଁଥିରେ…