ପରିବେଶ ନିୟମ ମାନିଲାନି ଶ୍ୟାମ ମେଟାଲିକ୍ସ: ଶେଷରେ ସିପିସିବି ନିର୍ଦ୍ଦେଶରେ ସିଲ୍ ହେଲା କମ୍ପାନୀ

ସମ୍ବଲପୁର : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୋମବାର ସକାଳୁ କମ୍ପାନୀକୁ ସିଲ୍ କରାଯାଇଛି। ପିସିସିବି ପକ୍ଷରୁ…

ରାଜ୍ୟରେ ୧୦ ତାରିଖ ଯାଏ ରହିବ କାଳବୈଶାଖୀର ପ୍ରଭାବ, ଏସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର : ଅସହ୍ୟ ଖରା, ଗରମରୁ ମିଳିଲା ଆଶ୍ୱସ୍ତି। ବଦଳିଲା ପାଗ। ବିଭିନ୍ନ ସ୍ଥାନରେ କାଳବୈଶାଖୀ , ଘଡଘଡି, ବିଜୁଳି, ପବନ ମାଡ, କୁଆପଥର ସହ ହୋଇଛି ପ୍ରବଳ ବର୍ଷା। ବିଶେଷ କରି ବରଗଡ଼, ପାଟଣାଗଡ଼, କଳାହାଣ୍ଡି କଲମପୁରରେ କାଳବୈଶାଖୀର ତାଣ୍ଡବ…

ବିଜେଡିରୁ ନିଲମ୍ବିତ ହେଲେ ମୁକ୍ତିକାନ୍ତ ମଣ୍ତଳ ଓ ମଞ୍ଜୁଲତା ମଣ୍ତଳ

ଭୁବନେଶ୍ଵର:ବିଜେଡିରୁ ନିଲମ୍ବିତ ହେଲେ ଦମ୍ପତି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଓ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ ଅଭିଯୋଗରେ  ଦଳରୁ ନିଲମ୍ବିତ କରାଯାଇଥିବା ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।  ପୂର୍ବତନ ବିଧାୟକ ମୁକ୍ତିକାନ୍ତ…

ସ୍ୱଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ସ୍ୱଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦୁଇ ସେବାୟତ ଗୋଷ୍ଠୀ ଭିତରେ ଘୋଡଣି ଉଠେଇବା ନେଇ ବିବାଦ ଉପୁଜି ଥିଲା। ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ପରେ ସମସ୍ୟାର ସମାଧାନ ହେଲା। ଏହି ଘଟଣାକୁ ନେଇ ଆଗାମୀ ୨୦ରେ…

ରକ୍ତ ଯୋଗାଡ଼ କରାଇଦେବା ନାଁରେ ଠକେଇ, ତିନି ଦଲାଲ୍‌ ଗିରଫ

କଟକ: ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଓ ବଡ଼ଡାକ୍ତରଖାନା ଗୁଡ଼ିକରେ ଦଲାଲଙ୍କ କାରବାର ବଢ଼ିବାରେ ଲାଗିଛି। ବିଶେଷ କରି ରାଜ୍ୟର ବଡ଼ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଚିକିତ୍ସା, ରକ୍ତଯୋଗାଇବା ଆଳରେ ଦଲାଲ୍‌ ଗୋଷ୍ଠୀ ରୋଗୀ ସଂପର୍କୀୟଙ୍କ ଠାରୁ ଲୁଟି ନେଉଥିବା ଦେଖିବାକୁ…

ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱର: ସୋମବାର ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ୯ମ ବ୍ୟାଚ୍‌ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡରେ…

୧୨ ଲକ୍ଷଟଙ୍କା ଆତ୍ମସାତ କରି ରତନପୁର ପିଇଓ ଗିରଫ

ଭୁବନେଶ୍ବର: ସରକାରୀ ତହବିଲରୁ ପ୍ରାୟ ୧୨ ଲକ୍ଷ ଟଙ୍କା ଆତ୍ମସାତ କରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ରତନପୁର ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଦୀଲିପ କୁମାର ପ୍ରଧାନ, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଗିରଫ ହୋଇଛନ୍ତି।…

୧୪ ବିଶ୍ବବିଦ୍ୟାଳୟ ନିମନ୍ତେ କୁଳପତି ନିଯୁକ୍ତ

ଭୁବନେଶ୍ବର: ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ରେଭେନ୍‌ସା ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ଅର୍କ କୁମାର…

ଶାହଙ୍କୁ ମୁଢି ଘାଣ୍ଟ ଏବଂ ମାଂସ କଷା ଖାଇବାକୁ କହିଲା TMC !

କୋଲକାତା, ୦୫/୦୪ : ଖାଦ୍ୟ-ପେୟକୁ ନେଇ ସଦାବେଳେ ପଶ୍ଚିମବଙ୍ଗ ଟର୍ଚ୍ଚାରେ ରହିଥାଏ । ଏଠାରେ ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ମିଳେ । ନିରାମିଷ ସହ ଆମିଷର ଅନେକ ଖାଦ୍ୟ ସହଜରେ ମିଳିଯାଏ । ଏବେ ରାଜ୍ୟରେ ନିର୍ବାଚନ ମାହୋଲ ଥିବାରୁ…

ସରକାରଙ୍କୁ ଘେରିଲେ ବିରୋଧୀ, ପଞ୍ଚାୟତ ନିର୍ବାଚନକୁ ନେଇ ସରକାରଙ୍କ ଅଧିକ ଚାଉଳ ନୀତି, ମନ୍ତ୍ରୀ କହିଲେ ଲୋକଙ୍କ ହିତ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର ୦୫।୦୪ :  କ୍ଷୁଧାମୁକ୍ତ ଓଡ଼ିଶା ସ୍ବପ୍ନ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା । ଏବେ ମାସକୁ ମୁଣ୍ଡ ପିଛା ୫କେଜି ବଦଳରେ ମିଳିବ ୧୦ କେଜି ଚାଉଳ। ଏଥର ମୋଦି ସରକାର ଦେବେ ୫କେଜି ଓ ମୋହନ ସରକାର…