ମୁଣ୍ଡ ନୁଆଁଇଲା ମେଟା, ଶିଶୁ ସୁରକ୍ଷା ମାମଲାରେ ଭାରତକୁ ସିଧା ରିପୋର୍ଟ ଦେବ
ନୂଆଦିଲ୍ଲୀ: ଅନ୍ଲାଇନ୍ରେ ଶିଶୁଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ଉପରେ ସର୍ତ୍ତକତା ବଢ଼ାଇଥିବା ବେଳେ ମେଟା ଏବେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କିତ ମାମଲାର ସୂଚନା ସିଧାସଳଖ ଦେବାକୁ ରାଜି ହୋଇଛି। ମେଟାର ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଓ…