ନନ୍ଦନକାନନ ଆସିଲେ ଭୋଗରାଇ ଜଙ୍ଗଲରୁ ଉଦ୍ଧାର ୫ ଓରାଙ୍ଗଉଟାନ
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ଜଙ୍ଗଲରୁ ଉଦ୍ଧାର ୫ ଓରାଙ୍ଗଉଟାନଙ୍କୁ ନନ୍ଦନକାନନ ଅଣାଯାଇଛି । ସେମାନଙ୍କୁ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯିବା ସହ ଗତିବିଧି ଉପରେ ରହିଛି ନଜର। ବାଲେଶ୍ୱର ଜିଲ୍ଲା ଭୋଗରାଇ ରାଣାକାଠା ସଂରକ୍ଷିତ ଜଙ୍ଗଲରେ ୫ ବିରଳ…