September 2026

ବିଶ୍ୱ ବଜାରରେ ହଲଚଲ: ଆମେରିକା ଓ କାନାଡ଼ାରେ ଗଚ୍ଛିତ ୮୬ ଟନ୍ ସୁନାକୁ ବ୍ୟାଙ୍କ ଅଫ୍ ଇଂଲଣ୍ଡକୁ ସ୍ଥାନାନ୍ତର କଲା ନେଦରଲ୍ୟାଣ୍ଡ୍ସ

ଆମଷ୍ଟରଡାମ୍: ବିଶ୍ୱବ୍ୟାପୀ ବଢ଼ୁଥିବା ଭୂରାଜନୈତିକ ଅସ୍ଥିରତା, ବାଣିଜ୍ୟ ଯୁଦ୍ଧ ଏବଂ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କର ସୁନା ଭଣ୍ଡାରକୁ ସୁରକ୍ଷିତ ସ୍ଥାନକୁ ଆଣିବା ଆରମ୍ଭ କରିଛନ୍ତି । ଫ୍ରାନ୍ସ ଏବଂ ଜର୍ମାନୀ ପରେ ଏବେ ନେଦରଲ୍ୟାଣ୍ଡ୍ସ ମଧ୍ୟ ଏକ…

ବିଷାକ୍ତ ମଦ ପିଇ ୧୨ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇବା ଯୋଗୁଁ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୩୫ ଜଣଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ଗୁରୁତର ରୋଗୀଙ୍କୁ ବୁନ୍ଦେଲଖଣ୍ଡ…

ଟ୍ରେନ୍ ଧକ୍କାରେ ଚାଲିଗଲା ବାପା ଓ ପୁଅର ଜୀବନ

ଯାଜପୁର : ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ନାଉବାହାଳିଠାରେ ଟ୍ରେନ୍ ଧକ୍କାରେ ବାପା ଓ ଦେଢ଼ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ମୃତକ ହେଲେ ଦେଉଳକଣ ପଞ୍ଚାୟତ ନୟା ବଗପାଟିଆ ଗ୍ରାମର ବିଶୁ…

କେବେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ ? ୩ ଥର ଘୁଞ୍ଚିଲାଣି ତାରିଖ, ସରକାରଙ୍କୁ ଘେରିଲେ ବିରୋଧି

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ କେବେ ହେବ ? ତିନି ଥର ତାରିଖ ଘୁଞ୍ଚିବା ପରେ ଏବେ ଉଠିଛି ପ୍ରଶ୍ନ । ସରକାର ସଠିକ ସମୟରେ ନିର୍ବାଚନ କରାନ୍ତୁ । ନିର୍ବାଚନ ପାଇଂ ବିଜେଡି ସବୁବେଳେ ପ୍ରସ୍ତୁତ ।…

ଦୁଇ ଗୋ-ଚାଲାଣକାରୀଙ୍କୁ ଆଜୀବନ ଜେଲ ଓ ୫ ଲକ୍ଷ ଲେଖାଏଁ ଜରିମାନା

ଆଠଗଡ଼ : ଗୋ-ଚାଲାଣକାରୀଙ୍କୁ ଦଣ୍ଡାଦେଶ । ଆଠଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜ କୁମାର ଦାସ ଏକ ବେଆଇନ ଗୋ-ଚାଲାଣ ମାମଲାର ବିଚାର କରି ଦୁଇ ଜଣ ଗୋ-ଚାଲାଣକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ଉଭୟଙ୍କୁ ୫ ଲକ୍ଷ…

ପ୍ଲାଷ୍ଟିକ୍ ମୁକ୍ତ ବାଲିଯାତ୍ରା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ

କଟକ : ଏବର୍ଷ ସମ୍ପୂର୍ଣ୍ଣ ‘ପ୍ଲାଷ୍ଟିକ୍ ମୁକ୍ତ ବାଲିଯାତ୍ରା’ ଆୟୋଜନ ଉପରେ ଗୁରୁତ୍ୱ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି । ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା ପାଇଁ ଲୋକମାନଙ୍କୁ…

୭ଦିନ ଭିତରେ ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନର ନାମଫଳକ ତଥା ସାଇନ୍‌ବୋର୍ଡ୍ ଗୁଡ଼ିକରେ ସଂଶୋଧିତ ବନାନର ବ୍ୟାପକ ବ୍ୟବହାର ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର…

ଧାରୁଆ ଅସ୍ତ୍ରରେ ଜ୍ୱାଇଁଙ୍କୁ ହାଣିଦେଲା ଶ୍ବଶୁର, ଅବସ୍ଥା ସଂକଟାପନ୍ନ

କାମାକ୍ଷାନଗର : ଜ୍ୱାଇଁଙ୍କୁ ହାଣିଦେଲା ଶ୍ବଶୁର । ଗୁରୁତର ଅବସ୍ଥାରେ ଜ୍ୱାଇଁଙ୍କୁ କଟକ ସ୍ଥାନାନ୍ତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ କାମାକ୍ଷାନଗର ଥାନା ଜନ୍ତାରିବୋଲ ଗାଁରେ l ଶ୍ବଶୁର ଘରକୁ ଆସିଥିବା ବେଳେ ଜ୍ୱାଇଁକୁ ହାଣିଲେ l…

ବୈଧ PUCC ଓ ବୀମା ନଥିଲେ ଘରକୁ ଯିବ e-Challan, ଦସ୍ତାବିଜ ଯାଞ୍ଚ ପାଇଁ e-Detection ବ୍ୟବସ୍ଥା

ଭୁବନେଶ୍ୱର : ବୈଧ PUCC ଓ ବୀମା ନଥିଲେ ଧରିବ e-Detection, ଘରକୁ ଯିବ e-Challan । ବକେୟା ଚାଲାଣ ନଦେଲେ ବନ୍ଦ ହୋଇପାରେ PUC ପରୀକ୍ଷା । ସେପ୍ଟେମ୍ବର ୧ରୁ ବ୍ୟବସ୍ଥା କାର୍ଯ୍ୟକାରୀ । ଏଣିକି ରାସ୍ତାରେ ଯାଞ୍ଚ କରୁଥିବା…

ଖେଳ ପଡ଼ିଆରେ ପଶି ଫୁଟବଲ୍ ଖେଳିଲା ହାତୀ !

ମୟୂରଭଞ୍ଜ: ଫୁଟବଲ ଖେଳିଲା ହାତୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରରେ ଥମୁନି ହାତୀ ଉପଦ୍ରବ । ରାତିରେ ଚାଷଜମିରେ ପଶି ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଗତକାଲି ହାତୀଟି ଏକ ଟ୍ରାକ୍ଟରକୁ ଆଣି ଭାଙ୍ଗିଥିଲା ।…