୫ ରାଜ୍ୟରୁ ୬୫୦ କୋଟି ଜବତ

ନୂଆଦିଲ୍ଲୀ:ଆସନ୍ତା ବିଧାନସଭା ନିର୍ବାଚନ ଏବଂ ଉପ-ନିର୍ବାଚନକୁ ଅବାଧ ଓ ନିଷ୍ପକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଆକ୍ସନ ମୋଡ୍ରେ ଅଛନ୍ତି । ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ନଗଦ ଟଙ୍କା, ମଦ ଏବଂ…

ସାମୁଦ୍ରିକ ପଥ ‘ବାବ୍ ଅଲ୍-ମଣ୍ଡେବ୍’ (Bab al-Mandeb) କୁ ବନ୍ଦ କରିବାକୁ ଧମକ ଦେଲା ଇରାନ

ତେହେରାନ୍ / ୱାଶିଂଟନ୍: ହରମୁଜ୍ ଜଳପଥ (Strait of Hormuz) କୁ ବନ୍ଦ କରିବା ପରେ ଇରାନ ଏବେ ଆଉ ଏକ ପ୍ରମୁଖ ସାମୁଦ୍ରିକ ପଥ ‘ବାବ୍ ଅଲ୍-ମଣ୍ଡେବ୍’ (Bab al-Mandeb) କୁ ବନ୍ଦ କରିବାକୁ ଧମକ ଦେଇଛି। ଇରାନର ସର୍ବୋଚ୍ଚ…

ରୁମ୍‌ରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ, ଅକାଳ ବିୟୋଗରେ ଟିଭି ଇଣ୍ଡଷ୍ଟ୍ରି ସ୍ତବ୍ଧ

ନୂଆଦିଲ୍ଲୀ: ସନ୍ ଟିଭିର ଧାରାବାହିକ ‘କୟାଲ’ରେ ଅଭିନୟ ପାଇଁ ଲୋକପ୍ରିୟ ହୋଇପାରିଥିବା ତାମିଲ ଟିଭି ଅଭିନେତ୍ରୀ ସୁବାସିନୀଙ୍କ ଅକାଳ ମୃତ୍ୟୁ। ସୋମବାର ଚେନ୍ନାଇରେ ତାଙ୍କର ମୃତ୍ୟୁ ଘଟିଛି। ସୁବାସିନୀଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନନାହିଁ। ସେପଟେ ତାଙ୍କର ଅକାଳ…

ମାଡ୍ରାସ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ତାମିଲନାଡୁର ୯ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

ମଦୁରାଇ: ସଥାନକୁଲମ ହାଜତ ମୃତ୍ୟୁ ମାମଲାରେ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସାମ୍ନାକୁ ଆସିଛି। ମାଡ୍ରାସ୍ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ତାମିଲନାଡୁ ପୋଲିସର ୯ ଜଣ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। କୋର୍ଟ ଏହି ଘଟଣାକୁ…

‘ନିଜ ବସ୍‌ଙ୍କଠୁ କେବେ ଆଗକୁ ଯାଅନି…’ : ବହି ପଢି କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ୍ କଲେ ରାଘବ ଚଢା

ନୂଆଦିଲ୍ଲୀ, ୦୬/୦୪ : ଆମ୍ ଆଦମୀ ପାର୍ଟିରେ କିଛି ଠିକ୍ ଚାଲିନି । ଦଳର ରାଜ୍ୟସଭା ଉପନେତା ରାଘବ ଚଢାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ଯାହାକୁ ନେଇ ଏବେ ଆପ୍ ବନାମ୍ ରାଘବ । ଆଫ୍ ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ…

ଓଡ଼ିଶାରେ ପଶିପାରିବନି ବାହାର ରାଜ୍ୟର ଗାଡ଼ି, ୧୦ ବର୍ଷରୁ ଅଧିକ ହେଲେ ମିଳିବନି ପରମିଟ୍

କଟକ ୬।୪: ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂତନ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ ।…

ସନ୍ଦେହ ବଢ଼ାଇଲା RDXର ବ୍ୟବହାର, ଅପରାଧିକ ଲିଙ୍କ୍ ଆଉ ଆତଙ୍କୀ ହମଲା ସମ୍ପର୍କିତ ତଦନ୍ତ କରିବ NIA

ଭୁବନେଶ୍ବର ୬।୪: ରାଜଧାନୀ ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ କରିବ NIA । ବିସ୍ଫୋରଣ ଘଟଣାରେ ଅପରାଧିକ ଲିଙ୍କ୍, ଆତଙ୍କୀ ହମଲା ସମ୍ପର୍କିତ ତଦନ୍ତ କରିବ NIA । ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ…

ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଓ ବିଜେଡିର ରଣନୀତି

ଭୁବନେଶ୍ବର ୦୬/୦୪: ଟାର୍ଗେଟରେ ୨୦୨୭ ପଞ୍ଚାୟତ ନିର୍ବାଚନ । ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଓ ବିଜେଡିର ରଣନୀତି । ଅକ୍ଟୋବର,ନଭେମ୍ବରରୁ ବିଜେଡି ସୁପ୍ରିମୋ ନବୀନ ଜିଲ୍ଲା ବୁଲିବା କଥା କହିବା ପରେ ବିଜେପି ଆରମ୍ଭ କରିବ ଗାଁ ଚାଲ ଅଭିଯାନ…

ପରିବେଶ ନିୟମ ମାନିଲାନି ଶ୍ୟାମ ମେଟାଲିକ୍ସ: ଶେଷରେ ସିପିସିବି ନିର୍ଦ୍ଦେଶରେ ସିଲ୍ ହେଲା କମ୍ପାନୀ

ସମ୍ବଲପୁର : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୋମବାର ସକାଳୁ କମ୍ପାନୀକୁ ସିଲ୍ କରାଯାଇଛି। ପିସିସିବି ପକ୍ଷରୁ…

ରାଜ୍ୟରେ ୧୦ ତାରିଖ ଯାଏ ରହିବ କାଳବୈଶାଖୀର ପ୍ରଭାବ, ଏସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର : ଅସହ୍ୟ ଖରା, ଗରମରୁ ମିଳିଲା ଆଶ୍ୱସ୍ତି। ବଦଳିଲା ପାଗ। ବିଭିନ୍ନ ସ୍ଥାନରେ କାଳବୈଶାଖୀ , ଘଡଘଡି, ବିଜୁଳି, ପବନ ମାଡ, କୁଆପଥର ସହ ହୋଇଛି ପ୍ରବଳ ବର୍ଷା। ବିଶେଷ କରି ବରଗଡ଼, ପାଟଣାଗଡ଼, କଳାହାଣ୍ଡି କଲମପୁରରେ କାଳବୈଶାଖୀର ତାଣ୍ଡବ…