September 2026

SIR ପ୍ରସଙ୍ଗ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନରଙ୍କ ତୁରନ୍ତ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ନିର୍ବାଚନ କମିଶନରମାନଙ୍କ ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତୀବ୍ର…

ଗଭୀର ଅବପାତ ପରେ ଅଶାନ୍ତ ଚିଲିକା, ଡଙ୍ଗା ଓ ମାଛଧରା ଜାଲ କ୍ଷତିଗ୍ରସ୍ତ, ଚିନ୍ତାରେ ମତ୍ସ୍ୟଜୀବୀ

ବ୍ରହ୍ମଗିରି: ଗଭୀର ଅବପାତ ପରେ ଅଶାନ୍ତ ହେଉଛି ଚିଲିକା । ୨୪ ଘଣ୍ଟା ହେଲାଣି ଚିଲିକା ଓ ଉପକୂଳ ଅଂଚଳରେ ପବନର ଗତି ବଢ଼ିବାରେ ଲାଗିଛି । ଚିଲିକା କୂଳରେ ଥିବା ମତ୍ସ୍ୟଜୀବୀଙ୍କ ବହୁତ ସଂଖ୍ୟାରେ ଡ଼ଙ୍ଗା ଜାଲ କ୍ଷୟ କ୍ଷତି…

ବର୍ଷା ବଢ଼ାଇଲା ଚିନ୍ତା: ବିଭିନ୍ନ ନଦୀରେ ବଢୁଛି ଜଳସ୍ତର, ମୁକାବିଲା ପାଇଁ ପ୍ରଶାସନ ସଜାଗ

ଜୟପୁର: କୋରାପୁଟରେ ଗଭୀର ଅବପାତ ପରେ ବଢ଼ୁଛି ବର୍ଷା ବିତ୍ପାତ । ବର୍ଷା ଥମିବାର ନାଁ ଧରୁନଥିବା ବେଳେ କୋରାପୁଟ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହେବାକୁ ବସିଛି । ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସଂଧ୍ୟ।ରେ ଇଦ୍ରବତୀ ଡ୍ୟାମର ଆଉ…

ଗଣେଶ ବିସର୍ଜନ ପରେ ଫେରୁଥିବା ବେଳେ ଟ୍ରାକ୍ଟର ଓଲଟି ୪ ମୃତ

ରାଜସ୍ଥାନ : ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ରେଲମଗରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଣେଶ ବିସର୍ଜନ ପରେ ଟ୍ରାକ୍ଟର-ଟ୍ରଲିରେ ନିଜ ଗାଁକୁ ଫେରୁଥିବା ବେଳେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ…

ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ୧୪ ଯାତ୍ରୀ

ମୁମ୍ବାଇ : ଗ୍ରେଟର ନୋଏଡା ବସ୍ ଅଘଟଣ ପରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଗୁରୁବାର ସକାଳେ ଏକ ଦୂରଗାମୀ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଖବର ଜାଣିପାରି ଡ୍ରାଇଭରଙ୍କ ସତର୍କତା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୪ ଯାତ୍ରୀ…

ଏସ୍‌ଆଇଆର୍‌ ବିବାଦ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲା ସିଜେପି

ନୂଆଦିଲ୍ଲୀ : ନିର୍ବାଚନ କମିଶନର ଏବଂ SIRକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସିଜେପି ମୁଖ୍ୟ ନିର୍ବାଚନ କମିଶନର ଜ୍ୟାନେଶ କୁମାରଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ ଦେଇଛି । କକରୋଚ ଜନତା ପାର୍ଟି କହିଛି, ଯଦି ଜ୍ଞାନେଶ କୁମାର ଆଗାମୀ ୪୮…

କାରକୁ ଧକ୍କା ଦେଲା ଟ୍ରକ, କ୍ୟାବିନେଟ ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ

ଜାମସେଦପୁର : ଝାଡ଼ଖଣ୍ଡର ଜାମସେଦପୁର ଦୋମୁହାନୀ ଅଞ୍ଚଳରେ ଭୟାବହ ସଡ଼କ ଦୁର୍ଘଟଣା । ଏକ କାରକୁ ଟ୍ରକ ଜୋରଦାର ଧକ୍କା ଦେବାରୁ ୪ ଜଣଙ୍କ ଜୀବନ ଚାଲିଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଝାଡ଼ଖଣ୍ଡ ସରକାରଙ୍କ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ…

ଚଳନ୍ତା ବସରେ ଲାଗିଲା ନିଆଁ, ୯ ଯାତ୍ରୀ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଜେୱର ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଫଳରେ ଏହି ଘଟଣାରେ ୯…

ଅକ୍ଟୋବରରୁ ବଦଳିବ SBI ATM ଓ ନଗଦ ଉଠାଣ ନିୟମ

ନୂଆଦିଲ୍ଲୀ : ଏସବିଆଇ ଆଣିଲା ବଡ ଖବର। ଯଦି ଆପଣଙ୍କର ଦେଶର ସବୁଠାରୁ ବଡ଼ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ରେ ଆକାଉଣ୍ଟ ଅଛି, ତେବେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଏହାର ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ।…

ମଇଁଷି ଚରାଳିରୁ ଆଇ.ଏ.ଏସ ଅଫିସର, ମହିଳାଙ୍କ ପାଇଁ ଦିଗଦର୍ଶନ ତାମିଲନାଡୁର ସି ବନମଥି

ଚେନ୍ନାଇ: ମଇଁଷି ଚରାଇ ପେଟ ପୋଷୁଥିଲେ ଏବେ ଆଇ.ଏ.ଏସ ଅଫିସର । ନିପଟ ଗାଁରେ ରହୁଥିବା ଜଣେ ମହିଳା ଆଇଏଏସ ପାଇ ସମସ୍ତଙ୍କୁ ଚକ୍କିତ କରିଛନ୍ତି । ଦାରିଦ୍ର‌୍ୟ ଯାହାକୁ ନିଜର କରିଛି ତା କବଳରୁ ବାହାରି ସମାଜରେ ପ୍ରତିଷ୍ଠିତ ହେବା…