ସୃଷ୍ଟି ହେଲାଣି ଘୂର୍ଣ୍ଣିବଳୟ, ୨୪ ବେଳକୁ ଛୁଇଁପାରେ ଉପକୂଳ ; ପୁରୀରୁ ଜଗତସିଂହପୁର ଯାଏଁ ବାତ୍ୟା ଭୟ
ଭୁବନେଶ୍ବର ୧୬।୯: ସାବଧାନ ମାଡ଼ି ଆସୁଛି ବାତ୍ୟା ! ୨୪ ତାରିଖ ବେଳକୁ ଉପକୂଳ ଛୁଇଁପାରେ। ପୁରୀରୁ ଜଗତସିଂହପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା। ସେପ୍ଟେମ୍ବରରେ ରାଜ୍ୟରେ ବାତ୍ୟା ସମ୍ଭାବନା କମ୍ ଥାଏ। ତଥାପି ବାତ୍ୟା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡାଇ ଦେବ…