ଚଳନ୍ତା ଟ୍ରକରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
କାମାକ୍ଷାନଗର: ରାସ୍ତାରେ ଚାଲୁଥିଲା ବେଳେ ଟ୍ରକରେ ଲାଗିଗଲା ନିଆଁ । କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ବଡ଼ସୁଆଁଳ ନିକଟରେ ରାସ୍ତାରେ ଚାଲୁଥିଲା ବେଳେ ଦଶଚକିଆ ଟ୍ରକରେ ଲାଗିଗଲା ନିଆଁ । ଘଟଣାସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…